ହାତୀପଲ ଜନବସତି-ମୁହାଁ, ବାଲେଶ୍ୱରରୁ ଆରମ୍ଭ ହେଲା ‘ହାତୀ ସଭା’ ବାଲେଶ୍ୱର(ବାଞ୍ଛାନିଧି ଦେ)/ ନୀଳଗିରି (ପ୍ରଶାନ୍ତ ବିଶ୍ୱାଳ), ୮।୮: ହାତୀ ଏବଂ ମଣିଷର ସମ୍ପର୍କ ବହୁ ପୁରାତନ। ଗୁରୁବାର ମାଣବସା ହେଉ ଅବା ପ୍ରତ୍ୟେକ ଧର୍ମୀୟ କାର୍ଯ୍ୟରେ ହାତୀକୁ ହିନ୍ଦୁ ପରମ୍ପରାରେ ଅଗ୍ରାଧିକାର ଦିଆଯାଇଛି। ମାତ୍ର ଜଙ୍ଗଲରେ ହାତୀ ଏବେ ଅସୁରକ୍ଷିତ। ଅଧିକାଂଶ…