ବିହାରର ଚା’ ବିକାଳି ସାଇବର ଠକେଇର ମାଷ୍ଟରମାଇଣ୍ଡ: ରେଡ୍ ବେଳେ ୧.୦୫ କୋଟି ଟଙ୍କା, ସୁନା ଜବତ ନୂଆଦିଲ୍ଲୀ,୨୦।୧୦: ବିହାରର ଗୋପାଳଗଞ୍ଜ ଜିଲାରେ ପୋଲିସ ଏକ ବଡ଼ ଧରଣର ସାଇବର ଠକେଇ ରାକେଟର ପର୍ଦ୍ଦାଫାସ୍ କରିଛି। ପୋଲିସ ଜଣେ ପୂର୍ବତନ ଚା’ ବିକାଳିଙ୍କ ଘରେ ଚଢ଼ାଉ କରି ୧ କୋଟି ୫ ଲକ୍ଷରୁ ଅଧିକ ଟଙ୍କା, ବହୁ ପରିମାଣର...