ମାତ୍ର ୧୫ ବର୍ଷ ବୟସରେ ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ ବିଶ୍ୱରେକର୍ଡ
ଇନ୍ଦୋର,୧୪।୧୧:ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟ୍ର ଯୁବ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀ ଆଉ ଏକ ଐତିହାସିକ ଉପଲବ୍ଧି ହାସଲ କରିଛନ୍ତି। ଶନିବାର ଇନ୍ଦୋରର ହୋଲକର ଷ୍ଟାଡିୟମରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଉଦ୍ଘାଟନୀ ମ୍ୟାଚ୍ରେ ସୌରାଷ୍ଟ୍ର ବିପକ୍ଷରେ ବିହାର ଦଳର…

