ଝିଅ ବିଦା ହେବା ପୂର୍ବରୁ ବାପାଙ୍କଠୁ ଶୁଣିବାକୁ ଚାହାନ୍ତି ଏ ୪ କଥା ପ୍ରତ୍ୟେକ ଝିଅଙ୍କ ପାଇଁ ତାଙ୍କ ବାପା ସୁପର ହିରୋ ହୋଇଥାନ୍ତି। ଯାହାଙ୍କୁ ସେମାନେ ଅନ୍ଧଙ୍କ ଭଳି ବିଶ୍ୱାସ କରିଥାନ୍ତି। ଅନେକ ସମୟରେ ଏହି ଝିଅମାନେ ବାପାଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବାକୁ ଶବ୍ଦରେ ପରିପ୍ରକାଶ କରିପାରନ୍ତି ନାହିଁ। ତେବେ...