Tag Archives: bhubaneswar

ମହିଳା ସୁରକ୍ଷା: ଭାରତର ଶୀର୍ଷ ୭ ସହର ମଧ୍ୟରେ ଭୁବନେଶ୍ୱର

ଭୁବନେଶ୍ୱର,୨୮ା୮: ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ମହିଳା ସୁରକ୍ଷା କ୍ଷେତ୍ରରେ ଭାରତର ଶୀର୍ଷ ସାତ ସହର ମଧ୍ୟରେ ସ୍ଥାନ ପାଇଛି। ୨୦୨୫ ଜାତୀୟ ମହିଳା ସୁରକ୍ଷା ରିପୋର୍ଟ ଓ ସୂଚକାଙ୍କ (ନାରୀ) ଅନୁଯାୟୀ, ଅନେକ ଅନ୍ୟ ସହରାଞ୍ଚଳ ତୁଳନାରେ ଭୁବନେଶ୍ୱରରେ ମହିଳାମାନେ ନିଜକୁ…

ଭୁବନେଶ୍ୱରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ମୃତଦେହ ନିକଟରୁ ମୋବାଇଲ୍‌ ନେଇ ଛୁ ମାରିଲେ ଯୁବତୀ

ଭୁବନେଶ୍ୱର,୨୮ା୮: ରାଜଧାନୀ ଭୁବନେଶ୍ୱରର ବଡ଼ଗଡ଼ ବ୍ରିଟ୍‌ କଲୋନୀ ଅଞ୍ଚଳରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଚର୍ଚ୍ଚାରେ ରହିଛି। ଝୁଲନ୍ତା ଅବସ୍ଥାରେ ମିଳିଥିବା ଏହି ଯୁବକଙ୍କ ମୃତଦେହ ନିକଟରୁ ଦୁଇ ଯୁବତୀ ମୋବାଇଲ୍‌ ଫୋନ୍‌ ନେଇ ଏକ ସ୍କୁଟିରେ ପଳାଇଥିବା ଅଭିଯୋଗ…

ଭୁବନେଶ୍ୱର ନୂଆ ସହର ପାଇଁ ୩୩୯ ହେକ୍ଟର ଜମି ଚିହ୍ନଟ, ସିଙ୍ଗାପୁର ସହଯୋଗରେ ହେବ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୨୦ା୮: ଭୁବନେଶ୍ୱରରେ ଉଚ୍ଚମାନର ସହରୀ ଭିତ୍ତିଭୂମି ସ୍ଥାପନକୁ ଆହୁରି ଜୋରଦାର କରାଯାଇଛି। ବୁଧବାର ସୁର୍ବନା ଜୁରୋଙ୍ଗର ଅଧିକାରୀମାନେ ଗୃହ ଓ ସହରୀ ବିକାଶ ବିଭାଗର ପ୍ରମୁଖ ସଚିବ ଉଷା ପଢ଼ୀଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନାରେ ସହରୀ ଭିତ୍ତିଭୂମି ଓ ପରିଚାଳିତ…

ଭୁବନେଶ୍ୱରରେ ହେବ ଭାରତର ସର୍ବବୃହତ ବିମାନ ମରାମତି କେନ୍ଦ୍ର: ମିଳିବ ବଡ଼ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୧୫।୮: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭାରତର ସର୍ବବୃହତ ମେଣ୍ଟେନାନ୍ସ, ରିପେୟାର ଓ ଓଭରହଲ (ଏମଆରଓ) କେନ୍ଦ୍ର ସ୍ଥାପନ ହେବାକୁ ଯାଉଛି, ଯାହା ଓଡ଼ିଶାରେ ଅର୍ଥନୀତି ଓ ନିଯୁକ୍ତି ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବକୁ…

ରାଜଧାନୀରେ ଯୁବକଙ୍କୁ ମାରି ଟାଙ୍ଗିଦେଲେ! କାଲି ଶ୍ବଶୁର ଘରକୁ ଆସିଥିଲେ, ଆଜି…

ଭୁବନେଶ୍ୱର,୮।୮: ରାଜଧାନୀ ଭୁବନେଶ୍ବରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଭରତପୁର ଥାନା ଅନ୍ତର୍ଗତ ପଣ୍ଡାକୁଦିଆ ଅଞ୍ଚଳରୁ ଜଣେ ଯୁବକଙ୍କର ଝୁଲନ୍ତା ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ଘର ଯାଜପୁର ଜିଲାର ସୁଜନପୁର ଅଞ୍ଚଳରେ ବୋଲି…

Video: ପାହାଳରେ ଓଲଟିଲା ଅଣ୍ଡା ବୋଝେଇ ଟ୍ରକ, ଯିଏ ପାରିଲା ସିଏ ବୋହିନେଲା…

ଭୁବନେଶ୍ୱର,୧୧।୭: ଭୁବନେଶ୍ୱର ଉପକଣ୍ଠ ପାହାଳ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ରାତିରେ ଏକ ଅଣ୍ଡା ବୋଝେଇ ଟ୍ରକ ଓଲଟି ପଡ଼ିଥିବା ଯୋଗୁ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରେ ଛିଟିକି ପଡ଼ିଥିବା…

Video: ଭୁବନେଶ୍ୱର ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ କଲେ ଦୁର୍ବୁତ୍ତ, ଭିଡିଓ ଭାଇରାଲ

ଭୁବନେଶ୍ୱର, ୩୦।୬: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ସୋମବାର ନିଜ ଅଫିସରେ କିଛି ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ସାହୁ ଗ୍ରୀଭାନ୍ସ ରିଡ୍ରେସାଲ ବୈଠକରେ ବ୍ୟସ୍ତ ଥିଲେ। ରିପୋର୍ଟ…

ଭୁବନେଶ୍ୱରରେ ‘ଅପମିଶ୍ରିତ ମଦ’ ସେବନ ପରେ ଦୁଇଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୧୭।୬: ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ ନକଲି ମଦ ସେବନ କରିଥିବା ଅଭିଯୋଗରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି, ଯାହା ପରେ ଆବକାରୀ ବିଭାଗ ଏକ ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତିଦ୍ୱୟଙ୍କୁ ବିଶ୍ୱଜିତ ବେଉରା ଓ ସନ୍ତୋଷ ନାୟକ ବୋଲି ଚିହ୍ନଟ କରାଯାଇଛି।…

ରଜରେ କଳାକନା ବୁଲାଇଲେ ଲୁଟେରା, ଝରକା ଭାଙ୍ଗି ଲୁଟି ନେଲେ ସୁନା ଗହଣା…

ଭୁବନେଶ୍ୱର,୧୬।୬: ରଜ ଉତ୍ସବ ଚାଲିଥିବା ବେଳେ ଭୁବନେଶ୍ୱରର ନୀଳାଦ୍ରୀ ବିହାରରେ ଏକ ଚୋରୀ ଘଟଣା ଘଟିଛି। ଅଜଣା ଦୁର୍ବୃତ୍ତମାନେ ଏକ ଘରର ଝରକା ଭାଙ୍ଗି ଭିତରେ ପଶି ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଲୁଟି ନେଇଥିବା ସୂଚନା…

ଭୁବନେଶ୍ୱରରେ ୩୦ ଜିଲା ପାଇଁ ପୃଥକ ଅତିଥି ଭବନ ନିର୍ମାଣ କରିବେ ସରକାର, ଉପକୃତ ହେବେ ଲୋକେ

ଭୁବନେଶ୍ୱର, ୮ା୬: ଓଡ଼ିଶା ରାଜଧାନୀକୁ ବିଭିନ୍ନ ଉଦ୍ଦେଶ୍ୟରେ ଆସୁଥିବା ଲୋକଙ୍କ ପାଇଁ ସୁଲଭ ବାସସ୍ଥାନ ଯୋଗାଇବା ନିମନ୍ତେ ରାଜ୍ୟ ସରକାର ଭୁବନେଶ୍ୱରରେ ୩୦ଟି ଅତିଥି ଭବନ ନିର୍ମାଣ କରିବ। ରବିବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହା ପ୍ରକାଶ କରିଛନ୍ତି। ରାଜ୍ୟ…

ଭୁବନେଶ୍ୱରରେ ନିର୍ମାଣ ହେବ ୧୦,୦୦୦ ଆସନ କ୍ଷମତା ବିଶିଷ୍ଟ ଓଡ଼ିଶା ମଣ୍ଡପ, ସରକାରଙ୍କ ନୂଆ ଯୋଜନା

ଭୁବନେଶ୍ୱର,୮ା୬: ରାଜ୍ୟର ଭିତ୍ତିଭୂମିକୁ ଆଧୁନିକୀକରଣ ଦିଗରେ ଏକ ବଡ଼ ପଦକ୍ଷେପ ନେଇ ଓଡ଼ିଶା ସରକାର ଆଧୁନିକ ସ୍ଥାପତ୍ୟ ଢାଞ୍ଚାରେ ଲୋକସେବା ଭବନ ଓ ଓଡ଼ିଶା ବିଧାନସଭା ପାଇଁ ନୂତନ ଭବନ ନିର୍ମାଣର ମହତ୍ୱାକାଂକ୍ଷୀ ଯୋଜନା ଘୋଷଣା କରିଛନ୍ତି। ଏଥିସହିତ ବିଦ୍ୟମାନ ପ୍ରଶାସନିକ…

ପ୍ରବଳ ବର୍ଷା ପରେ ଭୁବନେଶ୍ୱରରେ ନିର୍ମାଣ କାର୍ଯ୍ୟ ବେଳେ ଅଘଟଣ: ଘର ଭୁଶୁଡ଼ି ତିନି ଶ୍ରମିକ ଚାପିହୋଇଗଲେ

ଭୁବନେଶ୍ୱର, ୩।୬: ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ ଥିବା ଲିଙ୍ଗରାଜ ବିହାରରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ନିର୍ମାଣ ସ୍ଥଳରେ ପୁରୁଣା ଛାତ ଭାଙ୍ଗୁଥିବା ବେଳେ ଘରଟି ଭୁଶୁଡ଼ି ପଡ଼ିବାରୁ ତିନି ଜଣ ଶ୍ରମିକ ଚାପି ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri