ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଭୁବନେଶ୍ୱର ଏମ୍ସ ଆରମ୍ଭ କଲା ଡ୍ରୋନ୍ ସେବା ଭୁବନେଶ୍ୱର,୨୫ା୧: ଭୁବନେଶ୍ୱରସ୍ଥିତ ଏମ୍ସ୍ ହସ୍ପିଟାଲରେ ଆଜିଠାରୁ ଡ୍ରୋନ୍ ସ୍ୱାସ୍ଥ୍ୟ ସେବା ଆରମ୍ଭ ହୋଇଛି। ଜରୁରୀସ୍ଥିତିରେ ଲୋକଙ୍କ ପାଖରେ ଔଷଧ, ଟେଷ୍ଟିଂ କିଟ୍ ଓ ଅନ୍ୟାନ୍ୟା ସ୍ୱାସ୍ଥ୍ୟ ଉପକରଣ ଡ୍ରୋନ୍ ପହଞ୍ଚାଇବ। ଏଥିପାଇଁ ଗତ ମଙ୍ଗଳବାର ଦିନ ସଫଳତାର ସହ ଟ୍ରାଏଲ୍...