ଭଞ୍ଜନଗରରେ ଲାଗିଲା ପାକିସ୍ତାନ ମୁର୍ଦ୍ଧାବାଦ ପତାକା
ଭଞ୍ଜନଗର,୪।୫(ବାବୁଲା ପ୍ରଧାନ): ଜମ୍ମୁ କାଶ୍ମୀରର ପହଲଗାମ୍ ଠାରେ ଆତଙ୍କବାଦୀ ମାନେ ୨୬ ଜଣ ପର୍ଯ୍ୟଟକ ଏବଂ ଜଣେ ସଂପୃକ୍ତ ଅଞ୍ଚଳବାସୀଙ୍କୁ ୧୨ ଦିନ ପୂର୍ବେ ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ପାକିସ୍ତାନ ଏବଂ ଆମ ଦେଶ ମଧ୍ୟରେ ଦିନକୁ ଦିନ…
ମୃତ୍ୟୁକୁ ୩ ଦିନ ବିତିଲାଣି,ଅପରିଚିତ ବ୍ୟକ୍ତିଙ୍କ ପରିଚୟ ଖୋଜୁଛି ଭଞ୍ଜନଗର ପୋଲିସ
ଭଞ୍ଜନଗର,୨୫।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଆଜକୁ କିଛିଦିନ ହେବ ତାତି ବଢ଼ିଯାଇଛି। ପୂର୍ବାହ୍ନ ୧୦ ଟା ହେଲେ ଲୋକେ ଆଉ ଘରୁ ବାହାରିବାକୁ ଭୟ କରୁଛନ୍ତି। ଏହିଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ବୁଧବାର ମଧ୍ୟାହ୍ନରେ ମରାଠି ସାହି ଆଡ଼େ ଯାଇଥିଲେ।…
ମିସ୍ତ୍ରୀ କାମ ଥିଲା ବାହାନା, ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ୨ ଯୁବକ ଗିରଫ
ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ପଶ୍ଚିମବଙ୍ଗରୁ ଅନେକ ଯୁବକ ଆସି ଗଞ୍ଜାମ ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ମିସ୍ତ୍ରୀ କାମ କରନ୍ତି। କିନ୍ତୁ ସେମାନଙ୍କମଧ୍ୟରୁ କିଏ ଜୀବନଜୀବିକା ପାଇଁ କାମ କରିବାକୁ ଆସୁଛି ତ ଆଉ କିଏ ଅପରାଧିକ କାର୍ଯ୍ୟ କରିବାକୁ ଆସୁଛି ତାହା…
ନକଲି ସୁନା ବନ୍ଧକ ରଖିବା ଆଳରେ ୫ ଜଣଙ୍କଠାରୁ ଠକିଥିଲେ ଲକ୍ଷାଧିକ ଟଙ୍କା, ମହିଳାଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ
ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ନକଲି ସୁନା ବନ୍ଧକ ରଖି ୫ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ପୋଲିସ ବୁଧବାର ଗିରଫ କରିଛି। ସେ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ସମାପଲ୍ଲୀ…
ଲୋହରଖଣ୍ଡି ସାହିତ୍ୟ ସଂସଦର ବିଷୁବ ଆସର: କଳ୍ପନାଙ୍କ ମଙ୍ଗଳା ଭଜନ ଉନ୍ମୋଚିତ
ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଲୋହରଖଣ୍ଡି ସାହିତ୍ୟ ସଂସଦର ବିଷୁବ ଆସର ରବିବାର ସଂଧ୍ୟାରେ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ଲେଖିକା କଳ୍ପନା ପ୍ରଧାନଙ୍କ ଦ୍ୱାରା ଲିଖିତ ମଙ୍ଗଳା ଭଜନ ୟୁଟ୍ୟୁବରେ ଉନ୍ମୋଚିତ…
ଘଣ୍ଟ ବାଡେଇ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି, ଏତଲା ପରେ ତଦନ୍ତ ଆରମ୍ଭ କଲା ଭଞ୍ଜନଗର ପୋଲିସ
ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡପଥରା ଗ୍ରାମର ପଠାଣି ନାଇକ ଗତ ବୁଧବାରଠାରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅପରପକ୍ଷେ ଗ୍ରାମବାସୀ…
ବାହାଡ଼ାପଦରରେ ପଞ୍ଚୁଦଣ୍ଡ ମହାମିଳନ
ଭଞ୍ଜନଗର,୫।୪ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବ୍ଳକ ବାହାଡ଼ାପଦରରେ ଓଁକାର ଜେନାଙ୍କ ଘର ସମ୍ମୁଖରେ ଶୁକ୍ରବାର ପଞ୍ଚୁଦଣ୍ଡ ଅନୁଷ୍ଠିତ ହୋଇଯାଇଛି। ମହାମିଳନରେ କୁଲାଙ୍ଗୀ,ନାରୀଗୋଛା, ତାରସିଙ୍ଗି, ଝାଡ଼ଭୂମି,କୁଶପଲ୍ଲୀ ଦଣ୍ଡ ଦଳ ଅଂଶଗ୍ରହଣ କରିଥିଲେ। ସକାଳ ସମୟରେ ସମସ୍ତ ଦଣ୍ଡ ପୁଞ୍ଜା କର୍ତ୍ତାଙ୍କ…
ଦଣ୍ଡନାଚ ପାଇଁ ଗଞ୍ଜାମ ଜିଲା ଉତ୍ସବମୁଖର, ଅଶ୍ଳିଳ ନୃତ୍ୟ ଉପରେ ପୋଲିସର କଡ଼ା ନଜର
ଭଞ୍ଜନଗର,୩୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଅଧିକାଂଶ ଦଣ୍ଡନାଚ ଉଠି ସାରିଲାଣି। ଆଉ କିଛି ଦଣ୍ଡନାଚ ୧ ତାରିଖ ସୁଧା ଉଠିବ। ବର୍ତ୍ତମାନ ଦଣ୍ଡନାଚ ପାଇଁ ଗଞ୍ଜାମ ଜିଲା ଉତ୍ସବମୁଖର ହୋଇପଡିଛି। ଜିଲାର ଦାଦନ ଶ୍ରମିକ ମାନେ ବର୍ତ୍ତମାନ ଦଣ୍ଡନାଚ ଦେଖିବା ପାଇଁ…
Archives


