ଆପଣଙ୍କ ଡିଗ୍ରୀ ଗଲା ଚୁଲିକୁ, ଭାରତର ଏହି ସହରରେ ଅଟୋ ଡ୍ରାଇଭରଙ୍କ ମାସିକ ରୋଜଗାର ୩ ଲକ୍ଷ ଟଙ୍କା ବାଙ୍ଗାଲୋରୁ,୫ା୧୦: ଏକ ସାଧାରଣ ଅଟୋରିକ୍ସା ଯାତ୍ରା ଜଣେ ଇଞ୍ଜିନିୟରଙ୍କ ପାଇଁ ଆଶ୍ଚର୍ଯ୍ୟକର ଅନୁଭୂତିରେ ପରିଣତ ହୋଇଛି। ଅକ୍ଟୋବର ୪ ତାରିଖ ଦିନ ଆକାଶ ଆନନ୍ଦନୀ ନାମକ ଜଣେ ଟେକ୍ ଇଞ୍ଜିନିୟର ବାଙ୍ଗାଲୋରୁରେ ଅଟୋରେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ଅଟୋ...