ଗାଧୋଇବାବେଳେ ନଦୀରେ ବୁଡ଼ି ୩ ଛାତ୍ରଙ୍କ ଜୀବନ ଗଲା
ଡେରାବିଶ,୨୧ା୧୦(ବେବର୍ତ୍ତା ଅଜୟ ଦାସ): ଲୁଣାନଦୀରେ ଗାଧୋଇବାବେଳେ ୩ ଜଣ ଛାତ୍ର ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ଏପରି ଦୁଃଖଦ ଘଟଣା କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଜାନପୁର ପଞ୍ଚାୟତ ଗହଣା ଗ୍ରାମରେ ଘଟିଛି। ମଙ୍ଗଳବାର ମଧ୍ୟାହ୍ନରେ ଗ୍ରାମର…

