ବାସ୍କେଟବଲ୍ ପୋଲ୍ ପଡ଼ି ୧୬ ବର୍ଷୀୟ ଜାତୀୟ ସ୍ତରର ଖେଳାଳିଙ୍କ ମୃତ୍ୟୁ, CCTVରେ କଏଦ ହେଲା ଦୁର୍ଘଟଣା ନୂଆଦିଲ୍ଲୀ,୨୬ା୧୧: ହରିଆଣାର ରୋହତକରେ ଏକ ଅଭାବନୀୟ ଦୁର୍ଘଟଣାରେ ଜଣେ ୧୬ ବର୍ଷୀୟ ଜାତୀୟ ସ୍ତରର ବାସ୍କେଟବଲ୍ ଖେଳାଳିଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଅଭ୍ୟାସ ସମୟରେ ବାସ୍କେଟବଲ୍ ହୁପ୍ର ଲୁହା ପୋଲ୍ ତାଙ୍କ ଉପରେ ପଡ଼ିଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି।...