ଶଟର ପକାଇ ଜଗି ରହୁଛନ୍ତି ବାଉନ୍ସର, ଭିତରେ ବାର୍ ଡ୍ୟାନ୍ସରଙ୍କ ଉପରେ ଉଡୁଛି ଟଙ୍କା ଭୁବନେଶ୍ୱର,୨୦ା୨(ତ୍ରିନାଥ ମହାନ୍ତି): ସବୁ ନିୟମ ଓ କଟକଣାକୁ ଫୁ’ କରିଦେଉଛନ୍ତି ବାର୍ ମାଲିକ। ପୋଲିସ ଓ ଅବକାରୀ ଚଢ଼ାଉକୁ ଖାତିର ନ କରି ଚଳାଉଛନ୍ତି ବେଆଇନ ବେପାର। ଆଗରେ ବାଉନ୍ସର ଶଟର ପକାଇ ଜଗି ରହୁଥିବାବେଳେ ଭିତରେ ଜମୁଛି ରଙ୍ଗିନ ରାତି।…