ଅଧିକ ବ୍ୟାଙ୍କ ଆକାଉଣ୍ଟ ରଖୁଛନ୍ତି କି? ସାବଧାନ! ଆପଣଙ୍କ ପକେଟ୍ ଉପରେ ପଡ଼ିପାରେ ଭାରି… ନୂଆଦିଲ୍ଲୀ, ୧୫।୭: ଆଜିର ଡିଜିଟାଲ ଯୁଗରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଅତ୍ୟନ୍ତ ସହଜ ହୋଇଯାଇଛି। ବ୍ୟାଙ୍କକୁ ନଯାଇ ଘରେ ବସି ମୋବାଇଲ୍ ସାହାଯ୍ୟରେ ମିନିଟ୍କ ମଧ୍ୟରେ ନୂଆ ଆକାଉଣ୍ଟ ଖୋଲିଯାଉଛି। ଏହି ସହଜ ପ୍ରକ୍ରିୟା ଯୋଗୁଁ ଆଜି ପ୍ରାୟ ପ୍ରତ୍ୟେକ ଚାକିରିଆ…