ଅନୁପ୍ରବେଶକାରୀଙ୍କୁ ବଳ ଯୋଗାଇଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଦେଶାନ୍ତର ନୋଟିସ ପାଇଥିବା ଲୋକ ଏବେ…
କେନ୍ଦ୍ରାପଡ଼ା, ୫ା୯ (ଜଗନ୍ନାଥ ଧଳ): ୨୦୧୯ ଡିସେମ୍ବର ୧୨ରେ ନାଗରିକତ୍ୱ ସଂଶୋଧନ ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି। ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ସଂଖ୍ୟାଲଘୁ ଭାବେ ପରିଚିତ ହିନ୍ଦୁ, ପାର୍ସୀ, ବୌଦ୍ଧ, ଜୈନ, ଶିଖ ଓ...


