ବାଂଲାଦେଶ ନିର୍ବାଚନରେ ବିଏନପି ବିପୁଳ ବିଜୟ, ୩୬ ବର୍ଷ ପରେ ପୁରୁଷ ପ୍ରଧାନମନ୍ତ୍ରୀ ଢାକା,୧୩।୨: ଦୀର୍ଘ ୨୦ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ବାଂଲାଦେଶ ଜାତୀୟତାବାଦୀ ଦଳ (BNP) ପୁଣି ଥରେ ଦେଶର ଶାସନ ଗାଦିକୁ ଫେରିବାକୁ ଯାଉଛି। ବାଂଲାଦେଶର ୧୩ତମ ସାଧାରଣ ନିର୍ବାଚନରେ ବିଏନପି ସଂଖ୍ୟାଗରିଷ୍ଠତା ହାସଲ କରି ଏକ ବୃହତ ବିଜୟ ଆଡ଼କୁ…