ପର୍ଯ୍ୟଟନ ମାନ୍ୟତାରେ ସୀମିତ ଶୈବପୀଠର ବିକାଶ ବରଗଡ଼,୧୩।୭(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ବରଗଡ଼ ବ୍ଲକ ଗାଇସୀମାର ବରାଡ଼ ବାଲୁଙ୍କେଶ୍ୱର ମନ୍ଦିର ଅନ୍ୟତମ। ଏହି ଶୈବାଳୟକୁ ଗତ ୨୦୦୮ ମସିହାରୁ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଛନ୍ତି। ମାତ୍ର ପର୍ଯ୍ୟଟନସ୍ଥଳୀ ମାନ୍ୟତାରେ ହିଁ ଉକ୍ତ ଶୈବାଳୟର…