ଆକ୍ସିଅମ ଅଭିଯାନ ୪ ଓ ଭାରତ ଚଳିତ ବର୍ଷ ଜୁନ୍ ୨୫ ତାରିଖ: ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସାର କେନେଡି ଅନ୍ତରୀକ୍ଷ କେନ୍ଦ୍ରର କଣ୍ଟ୍ରୋଲ ରୁମ୍ରେ ବିଳମ୍ବିତ ରାତ୍ରିର ଏକ ଭାରାକ୍ରାନ୍ତ ଓ ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ୍ତ। ବୈଜ୍ଞାନିକମାନେ ଆକ୍ସିଅମ ମିଶନ ୪ର ଉତ୍କ୍ଷେପଣ ପାଇଁ ଉତ୍ସାହର ସହିତ...