Tag Archives: Australia

ଆସିଲା ନୂଆ ନିୟମ: ୧୬ ବର୍ଷରୁ କମ ବୟସର ପିଲା ଚଲାଇପାରିବେନି YouTube

ସିଡନୀ,୩୧।୭: ବୟସ୍କଙ୍କଠାରୁ ଆରମ୍ଭ କରି ପିଲା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରୁଥିବାର ଦେଖାଯାଉଛି, ଏହାର ପ୍ରଭାବ ପ୍ରତ୍ୟେକ ବର୍ଗର ଲୋକଙ୍କ ଉପରେ ପଡ଼ୁଛି। ଇନଷ୍ଟାଗ୍ରାମ, ଫେସବୁକ ଏବଂ ୟୁଟ୍ୟୁବ ଭଳି ପ୍ଲାଟଫର୍ମ ଯୁବପିଢ଼ି ଏବଂ ପିଲାମାନଙ୍କ ମଧ୍ୟରେ ବହୁତ…

ଚାଇନାର ବିରଳ ପୃଥିବୀ ସାମଗ୍ରୀ ବିରୋଧରେ ଆର୍ଥିକ ଯୁଦ୍ଧ ଘୋଷଣା କଲେ ଅଷ୍ଟ୍ରେଲିଆ, ଭାରତ, ଜାପାନ, ଆମେରିକା

ନୂଆଦିଲ୍ଲୀ,୩୦।୭: ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକା ସାମିଲ କ୍ଵାଡ୍(Quad) ଦେଶଗୁଡ଼ିକ ଚାଇନାର ବିରଳ ପୃଥିବୀ (Rare Earth Elements) ବଜାର ଉପରେ ଏକଛତ୍ର ଆଧିପତ୍ୟକୁ ରୋକିବା ପାଇଁ ଏକ ମିଳିତ ରଣନୀତି ଘୋଷଣା କରିଛନ୍ତି। ଜୁଲାଇ ପ୍ରଥମ ସପ୍ତାହରେ ୱାଶିଂଟନରେ…

ହିନ୍ଦୁ ମନ୍ଦିରକୁ କରାଯାଉଛି ଟାର୍ଗେଟ, କାନ୍ଥରେ ଏମିତି ଲେଖି ଦେଉଛନ୍ତି ଗାଳି

କାନବେରା/ନୂଆଦିଲ୍ଲୀ,୨୪।୭: ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଥିବା ଏକ ପ୍ରମୁଖ ହିନ୍ଦୁ ମନ୍ଦିରକୁ ଜାତିଗତ ଘୃଣା ଦ୍ୱାରା ଟାର୍ଗେଟ କରାଯାଇଛି। ଶ୍ରୀ ସ୍ବାମୀନାରାୟଣ ମନ୍ଦିରର କାନ୍ଥରେ ‘ଘରକୁ ଯାଅ’ ଏବଂ ‘ବ୍ରାଉନ’ ଭଳି ଶବ୍ଦ ସହିତ ଘୃଣ୍ୟ ସ୍ଲୋଗାନ ଏବଂ ଅପମାନଜନକ ଶବ୍ଦ ଲେଖାଯାଇଥିଲା।…

ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ନିସ୍ତୁକ ମାଡ଼, ଭାଇରାଲ ହେଉଛି ଛାତିଥରା ଭିଡିଓ

ଆଡିଲେଡ,୨୩।୭: ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ଛାତ୍ରଙ୍କୁ ନିର୍ମମ ଭାବରେ ମାଡ଼ ମରାଯାଇଥିଲା, ତାଙ୍କୁ ଜାତିଗତ ମନ୍ତବ୍ୟ ଦିଆଯାଇଥିଲା ଏବଂ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଅଷ୍ଟ୍ରେଲିଆର ଆଡିଲେଡରୁ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ କାର ପାର୍କିଂ ସମୟରେ ଏହି…

ମିଚେଲ ଷ୍ଟାର୍କଙ୍କ ଜାଦୁ: ମାତ୍ର ୨୭ ରନରେ ଅଲଆଉଟ ହେଲା ଓ୍ଵେଷ୍ଟ ଇଣ୍ଡିଜ

ନୂଆଦିଲ୍ଲୀ,୧୫।୭: ଜାମାଇକାରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ପିଙ୍କ ବଲ ଜାଦୁଗର ମିଚେଲ ଷ୍ଟାର୍କ ନିଜର ଅସାଧାରଣ ପ୍ରଦର୍ଶନ ଦେଖାଇ ଓ୍ଵେଷ୍ଟ ଇଣ୍ଡିଜକୁ ମାତ୍ର ୨୭ ରନରେ ଅଲଆଉଟ କରି ଟେଷ୍ଟ ଇତିହାସରେ ଦ୍ୱିତୀୟ ନିମ୍ନତମ ସ୍କୋର ରେକର୍ଡ ସୃଷ୍ଟି…

ମୋତେ ମଦ ପିଇ ଟେବୁଲ ଉପରେ ନାଚିବାକୁ କରାଯାଇଥିଲା ବାଧ୍ୟ: ମହିଳା ଏମ୍‌ପି ଆଣିଲେ ସାଂଘାତିକ ଅଭିଯୋଗ

ସିଡନୀ,୨୮।୫: ଆଜିକାଲି ସାରା ବିଶ୍ୱରେ ହିଜାବ କିମ୍ବା ବୁର୍ଖା ପିନ୍ଧିଥିବା ମୁସଲମାନ ଝିଅମାନଙ୍କ ପ୍ରତି ଭେଦଭାବ ଏବଂ ଆପତ୍ତିଜନକ ଆଚରଣର ଘଟଣା ବୃଦ୍ଧି ପାଉଛି। ଅଷ୍ଟ୍ରେଲିଆରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମୁସଲମାନ ମହିଳା ସାଂସଦଙ୍କୁ ଏପରି…

Video: ପୋଜ୍‌ ଦେଉ ଦେଉ ପଡ଼ିଗଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କେମିତି ଅଛି ସ୍ବାସ୍ଥ୍ୟାବସ୍ଥା

ସିଡନୀ,୩।୪: ନ୍ୟୁ ସାଉଥ ୱେଲ୍ସରେ ଗୁରୁବାର ଏକ ପ୍ରଚାର କାର୍ଯ୍ୟକ୍ରମ ସମୟରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ ମଞ୍ଚରୁ ପଡ଼ି ଯାଇଛନ୍ତି। ମେ’ ମାସରେ ଅନୁଷ୍ଠିତ ଜାତୀୟ ନିର୍ବାଚନ ପାଇଁ ଏକ ପ୍ରଚାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ପରେ ଫଟୋଗ୍ରାଫ…

ଏପରି ହୋଇଥିଲେ ବର୍ଡ଼ର-ଗାଭାସ୍କର ଟ୍ରଫି ଜିତି ଯାଇଥାନ୍ତୁ…, ବଡ଼ ବୟାନ ଦେଲେ ଶୁଭମନ ଗିଲ୍

ମୁମ୍ବାଇ, ୪।୨: ନିକଟରେ, ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ପରାଜୟ ବରଣ କରିଥିଲା। ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଭାରତକୁ ୩-୧ ରେ ପରାସ୍ତ କରିଥିଲା। ଏହା ପରେ ଭାରତୀୟ ଦଳର ପ୍ରଦର୍ଶନ ଉପରେ ଅନେକ ପ୍ରଶ୍ନ ଉଠିଥିଲା।…

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଲା ୪୪୦ ଭୋଲ୍ଟର ଝଟ୍‌କା

ନୂଆଦିଲ୍ଲୀ,୩୧।୧: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌କୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଭୟଙ୍କର ଅଲରାଉଣ୍ଡର ମିଚେଲ ମାର୍ଶ ପିଠି ଆଘାତ ଯୋଗୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି। ଏହା ସହିତ, ଏବେ ତାଙ୍କ ପାଇଁ ଆଇପିଏଲ୍‌…

ମେଲ୍‌ବୋର୍ନ ଟେଷ୍ଟ: ଅଷ୍ଟ୍ରେଲିଆ ୩୩୩ ରନରେ ଅଗ୍ରଣୀ

ମେଲବୋର୍ନ, ୨୯।୧୨: ଅସମାପ୍ତ ଦଶମ ଉଇକେଟ ଯୋଡ଼ିରେ ନାଥାନ ଲିୟନ ଓ ସ୍କଟ ବୋଲାଣ୍ଡଙ୍କ ଅର୍ଦ୍ଧଶତକୀୟ ଭାଗୀଦାରି ବଳରେ ଅଷ୍ଟ୍ରେଲିଆ ମେଲବୋର୍ନ କ୍ରିକେଟ ଟେଷ୍ଟରେ ଭାରତ ବିପକ୍ଷରେ ଓଭରଅଲ୍‌ ୩୩୩ ରନରେ ଅଗ୍ରଣୀ ହାସଲ କରିଛି। ରବିବାର ୪ର୍ଥ ଦିବସ ଖେଳ…

୧୨ ବଲ୍‌ରେ ୩୪ ରନ୍‌ର ଥିଲା ଆବଶ୍ୟକତା, ୧ ଓଭରରେ ଖେଳ ଶେଷ କରିଦେଲେ ବ୍ୟାଟ୍ସମ୍ୟାନ୍‌!

ନୂଆଦିଲ୍ଲୀ,୧୭।୧୨: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ବିଗ୍‌ ବ୍ୟାଶ୍‌ ଲିଗ୍‌ ୨୦୨୪-୨୫ରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ସିଜନର ତୃତୀୟ ମ୍ୟାଚ୍‌ ସିଡନୀ ଥଣ୍ଡର୍ସ ଏବଂ ଆଡିଲେଡ୍‌ ଷ୍ଟାଇକର୍ସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚ୍‌ ସିଡନୀ ଥଣ୍ଡର୍ସ ୨ ଉଇକେଟରେ ଜିତି ନେଇଛି। ମ୍ୟାଚ୍‌ରେ…

ବର୍ଡର-ଗାଭାସ୍କର ଟ୍ରଫି ତୃତୀୟ ଟେଷ୍ଟ: ହେଡ୍‌, ସ୍ମିଥଙ୍କ ଶତକରେ ଅଷ୍ଟ୍ରେଲିଆ ଦୃଢ଼

ବ୍ରିସବେନ୍‌,୧୫ା୧୨: ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚରେ ଦୃଢ଼ ସ୍ଥିତିରେ ରହିଛି ଅଷ୍ଟ୍ରେଲିଆ। ଟ୍ରାଭିସ୍‌ ହେଡ୍‌ ଓ ଷ୍ଟିଭେନ୍‌ ସ୍ମିଥଙ୍କ ଶତକ ବଳରେ ଘରୋଇ ଦଳ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ୭ ଉଇକେଟ ହରାଇ ୪୦୫ ରନ୍‌ ସଂଗ୍ରହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri