ପୂର୍ବତନ ସରପଞ୍ଚଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ: ଜଣାପଡ଼ିଲା ଅସଲ କାରଣ… ଦାରିଙ୍ଗବାଡ଼ି,୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଓରଫ ଟିଟୁଙ୍କୁ ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜୀବନରୁ ମାରି ଦେବାକୁ ବସିଥିଲେ। ତେବେ ଏବେ ପର୍ଯ୍ୟନ୍ତ କେହି ଥାନାରେ ଲିଖିତ...