Tag Archives: ATM

ATMରୁ ଟଙ୍କା ବାହାରିଲାନାହିଁ, ହେଲେ ଆକାଉଣ୍ଟରୁ କଟିଲା ଟଙ୍କା? ମନେ ରଖନ୍ତୁ RBIର ଏହି ନିୟମ… 

ନୂଆଦିଲ୍ଲୀ,୨୫।୧:ଆମର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ, ଆମକୁ ପ୍ରାୟତଃ ନଗଦ ଟଙ୍କା ଆବଶ୍ୟକ ହୁଏ। ହେଲେ ସବୁବେଳେ ନଗଦ ଟଙ୍କା ରଖିବା କଷ୍ଟକର। ତେଣୁ ଆମେ ATMରୁ ନଗଦ ଟଙ୍କା ଉଠାଇବା ପାଇଁ ଚେଷ୍ଟା କରୁ। ଆଜିର ଡିଜିଟାଲ ଯୁଗରେ,…

ଗ୍ରାହକଙ୍କୁ ସଠିକ୍‌ ସେବା ଯୋଗାଇ ପାରୁନି ଏଟିଏମ୍‌, ୧୦ ମାସରୁ ଊର୍ଦ୍ଧ୍ୱ ହେବ…

ଥୁଆମୂଳ ରାମପୁର,୨୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସଦରସ୍ଥିତ ଆଇଟିଡିଏ ୪ ନମ୍ବର ମାର୍କେଟ କମ୍ପ୍ଲେକ୍ସରେ ଆକ୍ସିସ୍‌ ବ୍ୟାଙ୍କ ଦ୍ବାରା ସ୍ଥାପିତ ଏଟିଏମ୍‌ ଦୀର୍ଘ ୧୦ମାସରୁ ଊର୍ଦ୍ଧ୍ୱ ସମୟ ହେବ ବନ୍ଦ ରହିଥିବା ବେଳେ ଗ୍ରାହକଙ୍କ ମନରେ ଅସନ୍ତୋଷ ଦାନା…

ATMରୁ ବାହାରୁଛି କାଗଜ ସିଲ୍‌ ଲଗା ନୋଟ୍‌, ଟଙ୍କା ଉଠାଇ…

ଗଞ୍ଜାମ,୨୫ା୫(ବିଦ୍ୟାଧର ସାହୁ): ହୁମ୍ମା ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ଥିବା ATMରୁ ବାହାରୁଛି କାଗଜ ସିଲ୍‌ ଲଗା ଯାଇଥିବା ନୋଟ୍‌। ଗତ ଶୁକ୍ରବାର ବାଲିବଗଡ଼ ଗ୍ରାମର ରଜନୀ କାନ୍ତ ସ୍ବାଇଁ ଏଟିଏମ୍‌ରୁ ଟଙ୍କା ବାହାର କରିଥିଲେ। ୫୦୦ ଟଙ୍କିଆ ନୋଟ୍‌ଗୁଡ଼ିକରେ କାଗଜ ସିଲ୍‌…

ସାବଧାନ! ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଏସବୁ WhatsApp ଫରଓ୍ବାର୍ଡ-ଭାଇରାଲ ବାର୍ତ୍ତା ଉପରେ କରନ୍ତୁନି ବିଶ୍ୱାସ, କେବଳ…

ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହି ଉତ୍ତେଜନା ମଧ୍ୟରେ ମିଥ୍ୟା ଦାବି କରି ଅନେକ ମେସେଜ ଫରୱାର୍ଡ କରାଯାଉଛି। କିନ୍ତୁ ଆପଣ ନିଶ୍ଚିତ ହେବା ଉଚିତ ଯେ ଭାରତର ଅଧିକାଂଶ ସ୍ଥାନରେ ପରିସ୍ଥିତି ସ୍ବାଭାବିକ ରହିଛି।…

Cash Withdrawal Limit: ଦୈନିକ ATMରୁ ଉଠାଇପାରିବେ କେତେ ଟଙ୍କା? କ୍ଷତିରେ ପଡ଼ିବାକୁ ଚାହୁଁ ନ ଥିଲେ ଜାଣିନିଅନ୍ତୁ ଏହି ନିୟମ

ନୂଆଦିଲ୍ଲୀ,୧୧।୨: ଭାରତରେ ଅନଲାଇନ୍‌ ପେମେଣ୍ଟ ଯୁଗରେ ମଧ୍ୟ, ଆମକୁ ନଗଦ ଟଙ୍କା ଆବଶ୍ୟକତା ପଡ଼ୁଛି। କିନ୍ତୁ ପ୍ରତିଦିନ ATMରୁ ଟଙ୍କା ଉଠାଇବାର ଏକ ସୀମା ଅଛି। ଏହା ବ୍ୟତୀତ ବ୍ୟାଙ୍କଗୁଡ଼ିକ ATM ରୁ ଟଙ୍କା ଉଠାଇବା ପାଇଁ ଅନେକ ନିୟମ ଏବଂ…

ATM ରୁ ଟଙ୍କା ଉଠାଇବା ଏବେ ପଡିପାରେ ମହଙ୍ଗା, ଦେବାକୁ ପଡିବ ଏତେ ଚାର୍ଜ

ନୂଆଦିଲ୍ଲୀ,୫।୨: ଯଦି ଆପଣ ମଧ୍ୟ ପ୍ରତି ମାସରେ ATMରୁ ନଗଦ ଟଙ୍କା ଉଠାନ୍ତି କିମ୍ବା ଡିଜିଟାଲ ପେମେଣ୍ଟ ବ୍ୟବହାର କରିବା ପରିବର୍ତ୍ତେ ନଗଦ ପେମେଣ୍ଟ କରନ୍ତି, ତେବେ ଏହି ଖବର ଆପଣଙ୍କୁ ତାଜୁବ କରିପାରେ। କହିରଖୁଛୁ କି, ଏଟିଏମରୁ ଟଙ୍କା ଉଠାଇବା…

ଏଟିଏମ୍‌ ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଗୋପାଳପୁର,୧୨ା୮(ନବୀନ ରାଜ ଆଚାରୀ): ବେଶ୍‌ କିଛି ଦିନର ନୀରବତା ପରେ ଗଞ୍ଜାମ ଜିଲା ଅଧିନସ୍ଥ ଗୋଳନ୍ଥରା ଥାନା ଅଞ୍ଚଳରେ ମୁଣ୍ଡ ଟେକିଛନ୍ତି ଦୁର୍ବୃତ୍ତ। ରବିବାର ବିଳମ୍ବିତ ରାତିରେ ଏଟିଏମ୍‌କୁ କଟର ସାହାଯ୍ୟରେ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି।…

ଏଣିକି ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା, ଉପଭୋକ୍ତାଙ୍କୁ ଦେବାକୁ ପଡ଼ିବ ଅଧିକ ଚାର୍ଜ

ଭୁବନେଶ୍ୱର,୧୪ା୬: ନଗଦ କାରବାର କରିବା ପାଇଁ ଏଟିଏମ୍ ବ୍ୟବହାରକାରୀଙ୍କୁ ଏଣିକି ଅଧିକ ଚାର୍ଜ ଦେବାକୁ ପଡିବ। କନଫେଡେରେସନ୍ ଅଫ୍ ଏଟିଏମ୍ ଇଣ୍ଡଷ୍ଟ୍ରି(CATMI) ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏବଂ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) କୁ ଇଣ୍ଟରଚେଞ୍ଜ୍…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri