Tag Archives: Atishi Marlena

ତୁମ ଉପରେ ଯମୁନା ମୈୟାଙ୍କ ଅଭିଶାପ ପଡିଲା… ଇସ୍ତଫା ଦେବାବେଳେ ଆତିଶୀଙ୍କୁ ଏଭଳି କଥା କହିଦେଲେ ଲେଫ୍ଟନାଣ୍ଟ ଗଭର୍ନର

ନୂଆଦିଲ୍ଲୀ,୧୦।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ରାଜଭବନ ଯାଇ ଲେଫ୍ଟନାଣ୍ଟ ଗଭର୍ନରଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଯମୁନାର ପ୍ରଦୂଷଣକୁ ନେଇ ଏଲଜି ଭିକେ ସକ୍ସେନା ତାଙ୍କ ଉପରେ କଟାକ୍ଷ କରିଛନ୍ତି। ଏଲଜି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି, ତୁମକୁ ଯମୁନା ମୈୟାଙ୍କ ଅଭିଶାପ ପଡିଲା।…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ

ନୂଆଦିଲ୍ଲୀ,୯ା୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ପରାଜୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ରବିବାର ଇସ୍ତଫା ଦେଇଛନ୍ତି ଆତିଶୀ ମାର୍ଲେନା। ରାଜଭବନରେ ପହଞ୍ଚି ବିଧିବଦ୍ଧ ଭାବେ ସେ ଇସ୍ତଫା ଦେଇଛନ୍ତି। ସେ ଉପରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର…

ଦିଲ୍ଲୀରେ ବଡ଼ ବିଜୟ: ଜିତିଲେ ଆତିଶୀ

ନୂଆଦିଲ୍ଲୀ,୮।୨: AAP ପାଇଁ ଖୁସି ଖବର। ବଡ଼ ବିଜୟ ହାସଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମର୍ଲେନା। କାଲକାଜୀ ଆସନରୁ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ Atishi Marlena। ଭାଜପାର ରମେଶ ବିଧୁରୀଙ୍କୁ ୩୫୦୦ ଭୋଟରେ ପରାସ୍ତ କଲେ ଆତିଶୀ। ପରାଜିତ ହୋଇଛନ୍ତି…

ପଛରେ ପଡିଲେଣି ମୁଖ୍ୟମନ୍ତ୍ରୀ: ଭୋଟ ଗଣନା ଭିତରେ ଆତିଶୀ କରିଦେଲେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୮।୨: ଦିଲ୍ଲୀର ପ୍ରାରମ୍ଭିକ ଟ୍ରେଣ୍ଡରେ ଭାଜପାକୁ ବହୁମତ ମିଳୁଥିବା ଦେଖାଯାଉଛି। ତଥାପି, ଚୂଡ଼ାନ୍ତ ଫଳାଫଳ ଆସିବାକୁ ନିଶ୍ଚିତ ଭାବରେ କିଛି ସମୟ ଲାଗିବ। କିନ୍ତୁ, ଯଦି ଏହି ଟ୍ରେଣ୍ଡ ଆଗକୁ ବଢେ ତେବେ ୨୭ବର୍ଷର ବନବାସ ପରେ ଭାଜପା ରାଜ୍ୟରେ ବିପୁଳ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍‌ରିୱାଲ

ନୂଆଦିଲ୍ଲୀ,୧୭।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆମ ଆଦମୀ ପାର୍ଟି(ଏଏପି) ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ । ଅବକାରୀ ନୀତି ଘୋଟାଲା ମାମଲାରେ ଜାମିନ ମିଳିବା ପରେ କେଜ୍‌ରିୱାଲ ଏହି ନିଷ୍ପତି ନେଇଥିଲେ। ଏଥିସହିତ ଏଏପି ଆତିଶି ମରଲେନାଙ୍କୁ ନୂତନ ମୁଖ୍ୟମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri