ଆସାମରେ ପ୍ରଧାନମନ୍ତ୍ରୀ: କହିଲେ ଆଜି ସାରା ଦେଶର ଲୋକଙ୍କ ପ୍ରଥମ ପସନ୍ଦ… ଦିଶପୁର,୧୮ା୧: ଆସାମର କାଲିଆବୋରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି। ଏକ ରାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଭାଜପା ସାରା ଦେଶର ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି। ଗତ ଦେଢ଼ ବର୍ଷ ଧରି, ଭାଜପା ଉପରେ ବିଶ୍ୱାସ ନିରନ୍ତର...