Tag Archives: Asim Munir

ଭାରତ ସହିତ ମ୍ୟାଚକୁ ନେଇ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଟାଣି ଆଣିଲା ପାକିସ୍ତାନ! ‘ମୁଁ ଭୟ କରେ ନାହିଁ…’ ବୋଲି ଏକ ସ୍ପଷ୍ଟ ଧମକ ମଧ୍ୟ …

ଇସଲାମାବାଦ,୧୦।୨: ବର୍ଷ ବର୍ଷ ଧରି ବାରମ୍ବାର ମନା କରିବା ପରେ, ପାକିସ୍ତାନ ଶେଷରେ ଭାରତ ସହିତ ଏକ ଟି-୨୦ ମ୍ୟାଚ ଖେଳିବାକୁ ରାଜି ହୋଇଛି, ମ୍ୟାଚ ହେବ କି ନାହିଁ ସେ ବିଷୟରେ ସପ୍ତାହ ଧରି ଲାଗି ରହିଥିବା ସସପେନ୍ସର ଅନ୍ତ…

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି। ପାକିସ୍ତାନୀ ଆକାଉଣ୍ଟଗୁଡ଼ିକ ମିଥ୍ୟା ଦାବି କରୁଛନ୍ତି, ନିପା ଭାଇରସ ଭାରତରେ କାୟା ବିସ୍ତାର…

ଭୟଭୀତ ହେଲାଣି ପାକିସ୍ତାନ!, ଚାଇନାରୁ କ୍ଷେପଣାସ୍ତ୍ର ସହ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବାକୁ ବିମାନ ପଠାଇଲେ ଅସୀମ ମୁନିର

ଇସଲାମାବାଦ,୨୭।୧: ପାକିସ୍ତାନ ବାୟୁସେନା ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଦକ୍ଷିଣ ଏସିଆର ସୁରକ୍ଷା ପରିସ୍ଥିତି ବିଷୟରେ ନୂତନ କଳ୍ପନାଜଳ୍ପନା ସୃଷ୍ଟି କରିଛି। ସମ୍ପ୍ରତି, ପାକିସ୍ତାନୀ Il-78 ଆକାଶରେ ଇନ୍ଧନ ଭର୍ତ୍ତି କରୁଥିବା ବିମାନ ଚାଇନାର ସିଚୁଆନ ପ୍ରଦେଶର ଏକ ଏୟାରବେସରେ…

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ମୁନିର

ଇସଲାମାବାଦ,୯।୧୨: ପାକିସ୍ତାନ ପ୍ରତିରକ୍ଷା ବାହିନୀର ମୁଖ୍ୟ (CDF), ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର କହିଛନ୍ତି ଯେ ପାକିସ୍ତାନ ଏକ ଶାନ୍ତିପ୍ରିୟ ଦେଶ ଏବଂ କାହାକୁ ଏହାର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ପରୀକ୍ଷା କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ସେ…

ଅସୀମ ମୁନିର ହେଲେ CDF, ପାକିସ୍ତାନର ୩ ସେନା ରହିବେ କଣ୍ଟ୍ରୋଲରେ, ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ଇସଲାମାବାଦ,୫।୧୨: ପାକିସ୍ତାନ ତା’ର ସାମରିକ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିଛି, ଜେନେରାଲ ଅସୀମ ମୁନିରଙ୍କୁ ଦେଶର ପ୍ରଥମ ପ୍ରତିରକ୍ଷା ବାହିନୀ (CDF) ମୁଖ୍ୟ ଭାବରେ ନିଯୁକ୍ତ କରିଛି। ରାଷ୍ଟ୍ରପତି ଭବନରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶ ସହିତ, ମୁନିର ଏବେ…

ମୁନିରଙ୍କୁ ବଡ଼ ଦାୟିତ୍ୱ! ଜାଣନ୍ତୁ ତାଙ୍କ କ୍ଷମତା ସମ୍ପର୍କରେ

ଇସଲାମାବାଦ,୮।୧୧: ଭାରତ ସହିତ ସାମ୍ପ୍ରତିକ ଉତ୍ତେଜନାରୁ ‘ଅନେକ ଶିକ୍ଷା’ ପାଇଥିବା ଦାବି କରି, ପାକିସ୍ତାନ ସାମ୍ବିଧାନିକ ଭାବରେ ଏହାର ସାମରିକ ଶକ୍ତିକୁ ଆହୁରି ମଜବୁତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ପାକିସ୍ତାନର ଆଇନ ମନ୍ତ୍ରୀ ଆଜମ ନାଜିର ତରାର…

ପାକିସ୍ତାନର ମୁକୁଟ ‘ବିହିନ ସମ୍ରାଟ’ ହେବାକୁ ଯାଉଛନ୍ତି ଅସୀମ ମୁନିର! ଶହବାଜ ସରିଫ ସରକାର କରୁଛନ୍ତି ଏମିତି ପ୍ରସ୍ତୁତି

ଇସଲାମାବାଦ,୬।୧୧: ପାକିସ୍ତାନରେ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ବର୍ଦ୍ଧିତ ଶକ୍ତି ମଧ୍ୟରେ, ଶହବାଜ ସରିଫ ସରକାର ସମ୍ବିଧାନରେ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସରକାର ନିଶ୍ଚିତ କରିଛନ୍ତି ଯେ ଏହା ଖୁବ ଶୀଘ୍ର ସଂସଦରେ ୨୭ତମ ସମ୍ବିଧାନ…

ପାକିସ୍ତାନରେ ହଇଚଇ: ପୁଣି ଭାରତ ବିରୋଧରେ ବିଷ ଓଗାଳିଲେ ମୁନିର

ନୂଆଦିଲ୍ଲୀ,୯।୧୦: ଦଶହରାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ଦେଇଥିବା କଡ଼ା ବାର୍ତ୍ତା ପଡ଼ୋଶୀ ଦେଶରେ ହଇଚଇ ସୃଷ୍ଟି କରିଛି। ସମଗ୍ର ପାକିସ୍ତାନରେ ଭୟର ବାତାବରଣ ରହିଛି ଏବଂ ଏବେ ପାକିସ୍ତାନ ସେନା…

ଏମିତି କ’ଣ କହିଲେ ଶେହବାଜ-ମୁନିର ଯେ ଖୁସିରେ ଆତ୍ମହରା ହୋଇ ପଡିଲେ ଟ୍ରମ୍ପ, ଜାଣନ୍ତୁ କିଛି ଭିତିରି କଥା

ଓ୍ବାଶିଂଟନ,୩୦।୯: ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବା ପରେ ଗାଜାରେ ଶାନ୍ତି ବିଷୟରେ ନିରନ୍ତର କଥା କହୁଛନ୍ତି, କିନ୍ତୁ ସେ ଏପର୍ଯ୍ୟନ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇନାହାଁନ୍ତି। ଟ୍ରମ୍ପ ଗାଜାରେ ରିଅଲ ଇଷ୍ଟେଟ ବ୍ୟବସାୟ ବିଷୟରେ ମଧ୍ୟ…

ଅସିମ ମୁନିରଙ୍କୁ କିଏ ଆଉ କାହିଁକି ପିନ୍ଧାଇଲେ ଗେରୁଆ ଶାଲ? ଭାଇରାଲ ହେଉଛି ପାକିସ୍ତାନ ଫିଲ୍ଡ ମାର୍ଶଲଙ୍କ ଭିଡିଓ

ଇସଲାମାବାଦ,୩୦।୮: ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଶୁକ୍ରବାର (୨୯ ଅଗଷ୍ଟ ୨୦୨୫) ଦରବାର ସାହିବ କରତାରପୁର ଗସ୍ତ କରିଥିଲେ। ଏହି ଅଞ୍ଚଳ ବର୍ତ୍ତମାନ ଭୟଙ୍କର ବନ୍ୟାରେ ଫସି ରହିଛି। ମୁନିର ଏଠାରେ ପାକିସ୍ତାନୀ ଶିଖ ସମ୍ପ୍ରଦାୟର ଲୋକଙ୍କୁ…

ପାକିସ୍ତାନ ସହ ପ୍ରେମ, ବନ୍ଧୁ ସହ ଶତ୍ରୁ ପରି ବ୍ୟବହାର, ଟାରିଫ ଓ୍ବାର ଭିତରେ ମୁନିରଙ୍କୁ କାହିଁକି ନିମନ୍ତ୍ରଣ କଲା ଆମେରିକା? ଜାଣନ୍ତୁ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୮: ଗୋଟିଏ ପଟେ ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି ଏବଂ ଅନ୍ୟପଟେ, ପାକିସ୍ତାନ ସେନା ମୁଖ୍ୟ ପୁଣି ଥରେ ଆମେରିକା ଗସ୍ତ କରିବାକୁ ପ୍ରସ୍ତୁତ ଅଛନ୍ତି। ଅସୀମ ମୁନିର ଦୁଇ ମାସ ମଧ୍ୟରେ…

ଭାରତ ସହ ଟାରିଫ୍‌ ଓ୍ବାର ଭିତରେ ଟ୍ରମ୍ପଙ୍କ ସହ ସାକ୍ଷାତ କରିବେ ମୁନୀର, ହୋଇପାରେ ବଡ଼…

ଓ୍ବାଶିଂଟନ,୭।୮: ଗୋଟିଏ ପଟେ, ସମଗ୍ର ବିଶ୍ୱ ଆମେରିକାଠାରୁ ଶୁଳ୍କ ଯୁଦ୍ଧର ସମ୍ମୁଖୀନ ହେଉଛି। ଅନ୍ୟପକ୍ଷରେ, ପାକିସ୍ତାନ ପ୍ରତି ଟ୍ରମ୍ପଙ୍କ ପ୍ରେମ ହ୍ରାସ ପାଉନାହିଁ। କାରଣ ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିର ପୁଣି ଥରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ଦୁଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri