ଫାଇନାଲ ମ୍ୟାଚରେ ‘ସୀତାରାମ-ସୀତାରାମ’ ଜପ କରୁଥିଲେ ଆର୍ଯ୍ୟବୀର; ରୋମାଞ୍ଚକର ଘଟଣା ବିଷୟରେ ବାପାଙ୍କୁ ଜଣାଇଥିଲେ, ଦେଖନ୍ତୁ ଭିଡ଼ିଓ
ନୂଆଦିଲ୍ଲୀ,୧୬।୧୧: ଭାରତୀୟ ଅଣ୍ଡର-୧୯ କ୍ରିକେଟ ଦଳ ଫାଇନାଲ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଏସିଆ କପ ଟାଇଟଲ ଜିତିଛି। ଏହି ରୋମାଞ୍ଚକର ମୁକାବିଲାରେ ଭାରତ ଶେଷ ବଲରେ ବିଜୟ ହାସଲ କରିଥିଲା। ମ୍ୟାଚ ପରେ, ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର…

