Tag Archives: Arshdeep Singh

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ ଅଭୁଲା ରେକର୍ଡ କରିଛନ୍ତି। ସେ ଗୋଟିଏ ଓଭରରେ ୭ଟି ୱାଇଡ୍ ବଲ୍ ପକାଇ ମୋଟ…

ପ୍ରଥମ T20ରେ ଅର୍ଶଦୀପଙ୍କୁ ବାଦ୍ ଦେବା ପରେ ଟାର୍ଗେଟରେ ଗମ୍ଭୀର

ନୂଆଦିଲ୍ଲୀ,୨୯।୧୦: କାନବେରାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ତେବେ ମ୍ୟାଚ୍ ଆରମ୍ଭ ପୂର୍ବରୁ ଦଳ ଚୟନକୁ ନେଇ ବିବାଦ ଦେଖାଦେଇଥିଲା, ଯେଉଁଥିପାଇଁ ଭାରତର ମୁଖ୍ୟ…

ଭାରତ ବଡ଼ ଝଟ୍‌କା: ଇଂଲଣ୍ଡ ବିପକ୍ଷ ସିରିଜ୍‌ ମଝିରୁ ବିଦା ହେଲେ ୨ ଖେଳାଳି

ନୂଆଦିଲ୍ଲୀ,୨୧।୭: ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କୁ ଆଘାତ ଯୋଗୁ ଚତୁର୍ଥ ଟେଷ୍ଟ ଏବଂ ନୀତିଶ କୁମାର ରେଡ୍ଡିଙ୍କୁ ସମଗ୍ର ସିରିଜରୁ ବାଦ ଦିଆଯାଇଛି। ବିସିସିଆଇ ଅପଡେଟ ହୋଇଥିବା ଦଳ ଘୋଷଣା କରିଛି। ଅଂଶୁଲ କାମ୍ବୋଜଙ୍କୁ ଦଳରେ ସାମିଲ କରାଯାଇଛି। ଭାରତ ୫…

ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରୁ ନୀତିଶ ରେଡ୍ଡୀ, ଅର୍ଶଦୀପ ସିଂହ ବାଦ

ଲଣ୍ଡନ,୨୦।୭: ଭାରତୀୟ କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଛି। ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ଏବଂ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଛନ୍ତି। ସୂଚନା ଅନୁଯାୟୀ, ନୀତିଶ ରେଡ୍ଡୀ ରବିବାର (ଜୁଲାଇ…

ଟିମ୍‌ ଇଣ୍ଡିଆର ଅଭ୍ୟାସ ସେଶନରେ WWE ଦୃଶ୍ୟ! କୋଚ୍‌ ସହ ଲଢ଼ିଲେ ୨ ଖେଳାଳି; Video ଦେଖିଲେ…

ନୂଆଦିଲ୍ଲୀ,୨୮।୬: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ମ୍ୟାଚ ୨ ରୁ ୬ ଜୁଲାଇ ପର୍ଯ୍ୟନ୍ତ ବର୍ମିଂହାମର ଏଜବାଷ୍ଟନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚରେ ପରାଜୟର ସାମ୍ନା କରିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri