‘କୋହଲିଙ୍କୁ ଗିରଫ କର’; ୨୪ ଘଣ୍ଟା ହେଲାଣି ଟ୍ରେଣ୍ଡ କରୁଛି #arrestkohli, କାରଣ ଜାଣିଲେ… ନୂଆଦିଲ୍ଲୀ,୬।୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଆଇପିଏଲ୍ ୨୦୨୫ ଟାଇଟଲ ଜିତିଥିଲା। RCBର ଏହି ବିଜୟକୁ ନେଇ ପ୍ରଶଂସକ ବହୁତ ଖୁସି ଥିଲେ । ଏହାକୁ ନେଇ ଆୟୋଜିତ ବିଜୟ ପରେଡ ସମୟରେ ୧୧ ପ୍ରଶଂସକଙ୍କ ଜୀବନ ଯିବା ପରେ ଏହି...