ଏହି ଦେଶରେ ନାହାନ୍ତି କୌଣସି ସେନା ବାହିନୀ, ତଥାପି ଦେଶ ରହିଛି ସୁରକ୍ଷିତ, ଜାଣନ୍ତୁ କେମିତି…
ସାରା ବିଶ୍ୱରେ ପ୍ରାୟ ସମସ୍ତ ଦେଶ ନିଜର ସାମରିକ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି, କିନ୍ତୁ ଆପଣ ଜାଣନ୍ତି କି କିଛି ଦେଶ ଅଛନ୍ତି, ଯେଉଁମାନଙ୍କର କୌଣସି ସାମରିକ ଶକ୍ତି ନାହିଁ? ଏହି ଦେଶ ନିକଟରେ କୌଣସି…
ସେନାରେ ଭର୍ତ୍ତି ପାଇଁ ମିଳୁନାହାଁନ୍ତି ଲୋକ, ନିଆଯାଉଛି ଏମିତି ଆକ୍ସନ ସମସ୍ତେ ଆଶ୍ଚର୍ଯ୍ୟ
କ୍ୱିଭ,୨୮।୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ପ୍ରାୟ ଚାରି ବର୍ଷ ବିତିଗଲାଣି। ଯେତେବେଳେ ୨୦୨୨ରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କଲା, ୟୁକ୍ରେନୀୟ ଲୋକମାନେ ପ୍ରବଳ ଉତ୍ସାହ ଏବଂ ଏକତା ପ୍ରଦର୍ଶନ କଲେ। ଦେଶକୁ ରକ୍ଷା କରିବା…
ପାକିସ୍ତାନ ସୀମାରେ ବଡ଼ ଧରଣର ଏନ୍କାଉଣ୍ଟର, ଜଣେ ଯବାନ୍ ଶହୀଦ, ୪ ଆହତ
ନୂଆଦିଲ୍ଲୀ, ୨୭।୦୭: ଜମ୍ମୁ କଶ୍ମୀରର କୁପୱାଡ଼ା ଜିଲାରେ ବଡ଼ ଧରଣର ଏନ୍କାଉଣ୍ଟର ହୋଇଛି । ଲାଇନ୍ ଅଫ୍ କଣ୍ଟ୍ରୋଲ ବା ଏଲ୍ଓସିରେ ପାକିସ୍ତାନ ବର୍ଡର ଆକ୍ସନ ଫୋର୍ସର ଏନ୍କାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ମେଜରଙ୍କ ସମେତ ୪ ଜଣ…
ରାଜୌରୀରେ ବଡ଼ ଆତଙ୍କବାଦୀ ଆକ୍ରମଣ ପଣ୍ଡ କଲା ସେନା, ଏନକାଉଣ୍ଟର ଜାରି
ନୂଆଦିଲ୍ଲୀ,୨୨ା୭: ଜମ୍ମୁ କଶ୍ମୀରର ରାଜୌରୀ ଠାରେ ସୁରକ୍ଷା ବାହିନୀ କ୍ୟାମ୍ପ ଉପରେ ବଡ଼ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରି ଦେଇଛି ସେନା। ସେବେଠାରୁ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଉଭୟ ପାର୍ଶ୍ୱରୁ ଲଗାତାର ଗୁଳି ବିନିମୟ ହେଉଛି।…
୨୦୧୯ରେ ସେନାରେ ଯୋଗ ଦେଇଥିଲେ, ଶହୀଦ ହୋଇଗଲେ କ୍ୟାପ୍ଟେନ୍
ନୂଆଦିଲ୍ଲୀ, ୧୬।୦୭: ଜମ୍ମୁ-କଶ୍ମୀରର ଡୋଡାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଏନ୍କାଉଣ୍ଟରରେ ମଙ୍ଗଳବାର ଜଣେ କ୍ୟାପ୍ଟେନ୍ଙ୍କ ସମେତ ୪ ଜଣ ଯବାନ ଶହୀଦ ହୋଇଛନ୍ତି । ଜଙ୍ଗଲ ଭିତର ଦୁର୍ଗମ ଅଞ୍ଚଳରେ ଜାରି ରହିଥିବା ତଲାସି ଅଭିଯାନ ସମୟରେ ଆତଙ୍କବାଦୀମାନେ…
ଦୁଇ ଘଣ୍ଟାରେ ୫୧୦୦ ଗୁଳି ଫୁଟାଇଲେ ସେନା; ଭୟରେ ଦୌଡ଼ି ପଳାଇଲେ ଆତଙ୍କବାଦୀ
ନୂଆଦିଲ୍ଲୀ, ୧୦।୭: ୨୨ ଗରୱାଲ୍ ରେଜିମେଣ୍ଟର ସୈନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ପ୍ରବଳ ସଶସ୍ତ୍ର ସହିତ ଆତଙ୍କବାଦୀମାନେ ସେମାନଙ୍କୁ ଆକ୍ରମଣ କରିଥିଲେ, କିନ୍ତୁ ଆହତ ସାଥୀମାନଙ୍କୁ ବଞ୍ଚାଇବା ପାଇଁ ସୈନ୍ୟମାନେ ମାତ୍ର ଦୁଇଘଣ୍ଟାରେ ୫,୧୦୦ ରୁ ଅଧିକ ଗୁଳି ଚଳାଇ ଆକ୍ରମଣକାରୀଙ୍କୁ…
ସେନାରୁ ବାହାର ହେବେ ୧ ଲକ୍ଷ କର୍ମଚାରୀ: ସେନାଧ୍ୟକ୍ଷ ଦେଲେ ସୂଚନା…
ନୂଆଦିଲ୍ଲୀ,୧୧।୧ : ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଗୁରୁବାର ଦିନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ୨୦୨୭ ସୁଦ୍ଧା ସେନାରେ ଅପ୍ଟିମାଇଜେଶନ ପ୍ରକ୍ରିୟା ଶେଷ ହେବ। ଯାହା ପରେ ସେନାରେ ପ୍ରାୟ ଏକ ଲକ୍ଷ କର୍ମଚାରର ବାହାର…
Archives


