Tag Archives: apple

ମୁମ୍ବାଇ ଆପଲ୍ ଷ୍ଟୋରରେ iPhone 17 କିଣିବାକୁ ମାରପିଟ୍, ଭିଡିଓ ଭାଇରାଲ

ମୁମ୍ବାଇ,୧୯।୯: iPhone 17 ସିରିଜ୍ ଶୁକ୍ରବାର ବିକ୍ରି ଆରମ୍ଭ ହେବା ସହ ମୁମ୍ବାଇର ବଣ୍ଡା-କୁର୍ଲା କମ୍ପ୍ଲେକ୍ସ୍‌ (BKC) ସ୍ଥିତ ଆପଲ୍ ଷ୍ଟୋର ବାହାରେ କ୍ରେତାମାନଙ୍କ ମଧ୍ୟରେ ଝଗଡ଼ା ହୋଇଛି। ଏକ ଭିଡିଓରେ ଦେଖାଯାଇଛି, ଗ୍ଲାସ୍‌-ଫ୍ରଣ୍ଟେଡ୍ ଷ୍ଟୋର ବାହାରେ କିଛି ଲୋକ...

ଆଇଫୋନ୍ ୧୭ ଲଞ୍ଚ ପୂର୍ବରୁ ଭାରତରେ ବଡ଼ ମାଇଲଖୁଣ୍ଟ ହାସଲ କଲା ଆପଲ୍‌, ଗୋଟିଏ ବର୍ଷରେ ୯ ବିଲିୟନ ଡଲାର…

ନୂଆଦିଲ୍ଲୀ,୭।୯: ଆଇଫୋନ୍ ୧୭ ସିରିଜର ବିଶ୍ୱବ୍ୟାପୀ ଲଞ୍ଚ ପୂର୍ବରୁ ଆପଲ୍‌ ଭାରତରେ ଗତ ଆର୍ଥିକ ବର୍ଷରେ ୯ ବିଲିୟନ ଡଲାରରୁ ଅଧିକ ବିକ୍ରି ହାସଲ କରି ନୂଆ ମାଇଲଖୁଣ୍ଟ ଛୁଇଁଛି। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ଆପଲ୍‌ର ରାଜସ୍ୱ ମାର୍ଚ୍ଚ ୨୦୨୪ରୁ...

ଆପଲ୍‌ର ଭାରତୀୟ ଉତ୍ପାଦନ ସ୍ୱପ୍ନ ପାଇଁ ବିରଳ ଧାତୁ ଅଭାବ: କଟକଣା ଲଗାଇଲା ଚାଇନା

ନୂଆଦିଲ୍ଲୀ,୨୨।୭: ଆପଲ୍‌ର ଚାଇନା ବାହାରେ ଉତ୍ପାଦନ ବିସ୍ତାର କରିବାର ମହତ୍ୱାକାଂକ୍ଷୀ ଯୋଜନା ଭାରତରେ ଏକ ଗୁରୁତର ପ୍ରତିବନ୍ଧକର ସମ୍ମୁଖୀନ ହୋଇଛି। ତେଲଙ୍ଗାନାର କୋଙ୍ଗାରା କାଲାନ୍‌ରେ ଥିବା ଫକ୍ସକନ୍‌ର ଏୟାରପଡ୍ସ ଉତ୍ପାଦନ କାରଖାନାରେ ବିରଳ ଧାତୁ, ବିଶେଷତଃ ଡିସପୋରସିୟମ୍‌ର ଅଭାବ ଯୋଗୁଁ...

ଟାଟା’କୁ ମିଳିଲା ଆପଲ୍‌ର ବଡ଼ ଅର୍ଡର: ଭାରତରେ ଆଇଫୋନ୍, ମ୍ୟାକବୁକ୍ ପାଇଁ କରିବ ଏହି କାମ

ନୂଆଦିଲ୍ଲୀ,୫।୬: ଆପଲ୍‌ ଭାରତରେ ଆଇଫୋନ୍ ଓ ମ୍ୟାକବୁକ୍‌ର ମରାମତି କାର୍ଯ୍ୟ ପାଇଁ ଟାଟା ଗ୍ରୁପକୁ ନିଯୁକ୍ତ କରିଛି। ଯାହା ଉଭୟଙ୍କ ମଧ୍ୟରେ ସହଭାଗିତାର ବିସ୍ତାର ଏବଂ ଏହି ଭାରତୀୟ କମ୍ପାନୀର ଆପଲ୍‌ର ବିଶ୍ୱବ୍ୟାପୀ ଯୋଗାଣ ଶୃଙ୍ଖଳାରେ ଗଭୀର ଭୂମିକାକୁ ସୂଚାଇଛି।...

ଭାରତ ବିରୋଧରେ ବଡ଼ ଉପଦେଶ ଦେଇଥିଲେ ଟ୍ରମ୍ପ, ରଖିଲାନି ଆପଲ!

ଓ୍ବାଶିଂଟନ,୧୫।୫: ଆଇଫୋନ ନିର୍ମାତା ଆପଲର ଭାରତରେ ନିବେଶ ଯୋଜନା ଅକ୍ଷୁର୍ଣ୍ଣ ରହିଛି ଏବଂ କମ୍ପାନୀ ଦେଶରେ ଏହାର ଉତ୍ପାଦ ପାଇଁ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛି। ସରକାରୀ ସୂତ୍ରଗୁଡ଼ିକ ଗୁରୁବାର (୧୫ ମଇ, ୨୦୨୫)...

ଆପଲ୍ ଆସନ୍ତା ବର୍ଷ ସୁଦ୍ଧା ଆମେରିକାରୁ ସମ୍ପୂର୍ଣ୍ଣ ଆଇଫୋନ୍ ଫ୍ୟାକ୍ଟ୍ରି ଭାରତ ସ୍ଥାନାନ୍ତର କରିପାରେ: ରିପୋର୍ଟ

ନୂଆଦିଲ୍ଲୀ,୨୫।୪: ଆପଲ୍ କମ୍ପାନୀ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୬ ସୁଦ୍ଧା ଆମେରିକା ବଜାର ପାଇଁ ସମ୍ପୂର୍ଣ୍ଣ ଆଇଫୋନ୍ ଆସେମ୍ବଲିକୁ ଭାରତକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି। ଫାଇନାନ୍‌ସିଆଲ୍‌ ଟାଇମ୍‌ସ୍‌ର ରିପୋର୍ଟ ଅନୁଯାୟୀ, ଏହି...

ଆଜି ଲଞ୍ଚ ହେବ ଆପଲ୍‌ର ସବୁଠାରୁ ଶସ୍ତା iPhone, ଜାଣନ୍ତୁ ଦାମ୍, ଫିଚର୍ସ

ନୂଆଦିଲ୍ଲୀ,୧୯।୨: ଆପଲ୍ ପ୍ରତିବର୍ଷ ଏହାର ଉତ୍ପାଦଗୁଡ଼ିକ ଅପଡେଟ୍ କରିଥାଏ। ବିଶେଷକରି କମ୍ପାନୀ ଏହାର ଆଇଫୋନ୍ ଗୁଡିକ ପ୍ରତିବର୍ଷ ଅପଡେଟ୍ କରେ। ଏଥର ମଧ୍ୟ, ଟେକ୍ ଜଗତର ନଜର Appleର ଆଗାମୀ ଲଞ୍ଚ ଇଭେଣ୍ଟ ଉପରେ ରହିଛି, ଯେଉଁଠାରେ କମ୍ପାନୀ ଏହାର...

ଭାରତରେ ମେଡ୍-ଇନ୍-ଇଣ୍ଡିଆ ଅଭିଯାନରେ ୬ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ ଆପଲ୍, ସାମିଲ ହେବେ ୭୦% ମହିଳା: ରିପୋର୍ଟ

ନୂଆଦିଲ୍ଲୀ,୨୭।୮: ଇକୋନୋମିକ ଟାଇମ୍ସ ରିପୋର୍ଟ ଅନୁଯାୟୀ ଚାଇନାରେ ଉତ୍ପାଦନ କ୍ଷମତା ହ୍ରାସ କରିବା ପରେ ଆପଲ୍ ଭାରତରେ ୬୦୦,୦୦୦ ରୁ ଅଧିକ ନିଯୁକ୍ତି ସୃଷ୍ଟି କରିପାରେ। ରିପୋର୍ଟ ଅନୁଯାୟୀ, ଆପଲ୍ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପ୍ରାୟ ୨୦୦,୦୦୦...

ଆପଲ୍ କୁ ପଛରେ ପକାଇ ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ହେଲା ସାମସଙ୍ଗ, ହ୍ରାସ ପାଇଲା ଆଇଫୋନ୍ ବିକ୍ରି

ମୁମ୍ବାଇ,୧୫।୪: ଆଇଡିସିର ରିପୋର୍ଟ ଅନୁଯାୟୀ ବିଶ୍ୱର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ମାନ୍ୟତା ପାଇଛି ସାମସଙ୍ଗ। ଏଥିସହିତ ବିଶ୍ୱର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ଭାବରେ ଆପଲ୍ ର ରାଜତ୍ୱ ଶେଷ ହୋଇଛି। ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି...

‘ପେଗାସସ୍’ ଭଳି ସାଇବର ଆକ୍ରମଣ ପାଇଁ ଭାରତ ସମେତ ୯୧ ଟି ଦେଶରେ ୟୁଜରଙ୍କୁ ଚେତାବନୀ ଦେଲା ଆପଲ

ନୂଆଦିଲ୍ଲୀ,୧୧।୪: ଆଇଫୋନ୍ ନିର୍ମାତା ଆପଲ୍ ଭାରତ ସମେତ ଅନ୍ୟ ୯୧ ଟି ଦେଶର ଉପଭୋକ୍ତାଙ୍କୁ ଏକ ନୂତନ ବିଜ୍ଞପ୍ତି ଜାରି କରି ପେଗାସସ୍ ମାଲୱେୟାର ସମେତ ‘ମର୍ସିନାରୀ ସ୍ପାଏୱେୟାର’ ସାଇବର ଆକ୍ରମଣ ବିଷୟରେ ଚେତାବନୀ ଦେଇଛି। ଯାହା ପୁଣିଥରେ ଏକ...

ଇତିହାସ ରଚିଲା ମାଇକ୍ରୋସଫ୍ଟ: ବିଶ୍ୱର କୌଣସି କମ୍ପାନୀ ଏପର୍ଯ୍ୟନ୍ତ ଏହି ଆକଳନକୁ ଛୁଇଁ ପାରିନାହାଁନ୍ତି

ଓ୍ବାଶିଂଟନ୍‌,୧୧।୨: ଆଜିକାଲି ପ୍ରସିଦ୍ଧ ବୈଷୟିକ କମ୍ପାନୀ ମାଇକ୍ରୋସଫ୍ଟର ଶେୟାରଗୁଡିକ ବୃଦ୍ଧି ପାଇବାରେ ଲାଗିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ପୂର୍ବରୁ ନିଆଯାଇଥିବା ପଦକ୍ଷେପରୁ କମ୍ପାନୀ ବିପୁଳ ଲାଭ ହାସଲ କରୁଛି। କମ୍ପାନୀର ଶେୟାରରେ ଏହି ବୃଦ୍ଧି ଯୋଗୁ ମାଇକ୍ରୋସଫ୍ଟ ଏପରି ଏକ...

ଆପଲ୍‌ର ବଡ଼ ପ୍ରସ୍ତୁତି: ବଜାରକୁ ଆସିବ ଫୋଲ୍ଡିଂ ଆଇଫୋନ୍‌

ଆପଲର ପ୍ରଥମ ମିକ୍ସଡ ରିଅଲିଟି ହେଡ୍‌ସେଟ୍‌ ଭିଜନ ପ୍ରୋ ଆମେରିକାରେ ଉପଲବ୍ଧ ହୋଇଛି ଏବଂ ବର୍ତ୍ତମାନ ଫୋଲଡେବଲ ଆଇଫୋନ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଟେକ୍‌ ଜିଆଣ୍ଟ ଆପଲ ଦ୍ୱାରା ଅତି କମ୍‌ରେ ଦୁଇଟି ଆଇଫୋନ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri