ଏଗୁଡ଼ିକ ହେଉଛି ଭାରତର ସର୍ବାଧିକ ବ୍ୟବହୃତ ଆଣ୍ଟିବାୟୋଟିକ୍ ନୂଆଦିଲ୍ଲୀ,୨୦।୧୧: ଭାରତ ସମେତ ବିଶ୍ୱର ବହୁଳ ଅଂଶରେ ଆଣ୍ଟିବାୟୋଟିକ୍ ପ୍ରତିରୋଧକତା (Antimicrobial Resistance – AMR) ବା ସୁପରବଗ୍ ସଙ୍କଟ ଦିନକୁ ଦିନ ବୃଦ୍ଧି ପାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ବିଭିନ୍ନ ଅଧ୍ୟୟନ ପରେ, ନିକଟରେ ‘ଦ...