W, W, W, W…୪ ବଲ୍ରେ ୪ ଉଇକେଟ! ଡବଲ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ବୈଷ୍ଣବୀ
ନ୍ୟୁ ଚଣ୍ଡୀଗଡ଼,୭।୧୧: ଭାରତୀୟ ମହିଳା କ୍ରିକେଟ୍ରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଷ୍ଟାର ସ୍ପିନର ବୈଷ୍ଣବୀ ଶର୍ମା। ମାତ୍ର ୪ଟି ବଲ୍ରେ ଲଗାତାର ୪ଟି ଉଇକେଟ ନେଇ ଡବଲ ହ୍ୟାଟ୍ରିକ ହାସଲ କରିଛନ୍ତି ସେ। ଏହି ସଫଳତା ସହ ହୁମୈରା କାଜିଙ୍କ…

