୫୦୦ ଟଙ୍କିଆ ନୋଟ୍ ବନ୍ଦ କରିବାକୁ ଦାବି! ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ହଇଚଇ
ଅମରାବତୀ,୧୦।୧୧: ଦେଶରେ ବଡ଼ ମୂଲ୍ୟର ନୋଟ୍ ବନ୍ଦ କରିବାକୁ ପ୍ରସ୍ତାବ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ। ୫୦୦ ଓ ୨,୦୦୦ ଟଙ୍କିଆ ନୋଟ୍ର ପ୍ରଚଳନ ବନ୍ଦ କରି ୧୦୦ ଓ ୨୦୦ ଟଙ୍କିଆ ଛୋଟ ନୋଟ୍କୁ ଅଧିକ ପ୍ରୋତ୍ସାହନ…

