Video: ଆଣ୍ଡରସନ ଫିଲିପଙ୍କ ‘ସୁପରମ୍ୟାନ’ କ୍ୟାଚ୍: ସ୍ତବ୍ଧ ହୋଇଗଲେ ଟ୍ରାଭିସ ହେଡ଼ ନୂଆଦିଲ୍ଲୀ,୧୩।୭: ଚାଲିଥିବା ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଅଷ୍ଟ୍ରେଲିଆର ବ୍ୟାଟିଂ କଠିନ ପରୀକ୍ଷା ଦେଇ ଗତି କରୁଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ହାରିବା ପରେ କାରିବିଅନ ସିରିଜରେ ଜିତିବା ଅଷ୍ଟ୍ରେଲିଆ ପାଇଁ ମନୋବଳ ବୃଦ୍ଧିକାରୀ ହୋଇପାରିଥାନ୍ତା। କିନ୍ତୁ...