କିଛି ଦିନ… ଟାଇଗର ଶ୍ରଫ୍ଙ୍କ ଉପରେ ଗୁଳିମାଡ଼ ପରେ ବିଗବିଙ୍କ ପୋଷ୍ଟ, ପ୍ରଶଂସକ ଚିନ୍ତିତ!
ମୁମ୍ବାଇ,୨୧ା୧୦: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଉପରେ ଗୁଳିମାଡ଼ ଘଟଣା ପରେ ଏବେ ଚର୍ଚ୍ଚାରେ ମହାନାୟକ ଅମିତାଭ ବଚ୍ଚନଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ । ରବିବାର ରାତିରେ ଟାଇଗରଙ୍କ ଉପରେ ୭ ରାଉଣ୍ଡ ଗୁଳି ଚଳାଯାଇଥିବା ଖବର ସାମ୍ନାକୁ ଆସିଥିଲା।…

