ଶରଦ ପାୱାରଙ୍କୁ ଭେଟିବା ପରେ ଦିଲ୍ଲୀରେ ପହଞ୍ଚିଲେ ଅଜିତ ପାୱାର, ଜାଣନ୍ତୁ କ’ଣ ରହିଛି କାରଣ ? ନୂଆଦିଲ୍ଲୀ,୧୦।୧୧: ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶୁକ୍ରବାର ରାଷ୍ଟ୍ରବାଦୀ କଂଗ୍ରେସ ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି। ଏହା ପରେ ଅଜିତ ତୁରନ୍ତ ଦିଲ୍ଲୀରେ ଯାଇ ପହଞ୍ଚିଛନ୍ତି। ଏଠାରେ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ପାରନ୍ତି। ଦୁଇ ନେତାଙ୍କ ସାକ୍ଷାତ ଏପରି… Posts pagination Newer posts 1 2 3 4