Tag Archives: America Tariff

ଭାରତ ଉପରେ ପ୍ରଭାବ ପକାଇଲାନି ଟ୍ରମ୍ପଙ୍କ ଟାରିଫ୍‌, ଦ୍ରୁତଗତିରେ ବୃଦ୍ଧି ପାଇଲା…

ନୂଆଦିଲ୍ଲୀ,୨୯ା୧୧: ଆମେରିକା ଦ୍ୱାରା ଭାରତ ଉପରେ ଲାଗୁ କରାଯାଇଥିବା ଟାରିଫ୍‌(ଶୁଳ୍କ) ସତ୍ତ୍ୱେ ଭାରତୀୟ ରପ୍ତାନିରେ ବୃଦ୍ଧି ଘଟୁଛି। ବାଣିଜ୍ୟ ମନ୍ତ୍ରଣାଳୟ ଏକ ସଂସଦୀୟ କମିଟିକୁ ସୂଚନା ଦେଇଛି ଯେ, ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଭାରତର ବାହାରକୁ ଯାଉଥିବା ଶିପ୍‌ମେଣ୍ଟ ଗତବର୍ଷର ସମାନ…

ଟାରିଫ ବିବାଦ ଭିତରେ ଭାରତର ବଡ଼ ପରାଜୟ, ଟ୍ରମ୍ପ କଲେ…

ନୂଆଦିଲ୍ଲୀ,୨୯।୮: ଆମେରିକା ଦ୍ୱାରା ଲାଗୁ କରାଯାଇଥିବା 50 ପ୍ରତିଶତ ଶୁଳ୍କ ଭାରତୀୟ ଟଙ୍କାର ମେରୁଦଣ୍ଡ ଭାଙ୍ଗି ଦେଇଛି। ଫଳସୱରୂପ, ଟଙ୍କା ଏପର୍ଯ୍ୟନ୍ତର ସର୍ବନିମ୍ନ ସ୍ତରକୁ ଖସିଯାଇଛି। 27 ଅଗଷ୍ଟରୁ ଆମେରିକାର ଶୁଳ୍କ ଲାଗୁ ହୋଇଛି। ଶୁକ୍ରବାର, ଟଙ୍କା 70 ପଇସାରୁ ଅଧିକ…

ପୁଟିନଙ୍କ ସହ ଭେଟ ପରେ ଭାରତକୁ ନେଇ ବଡ଼ ବୟାନ ଦେଲେ ଟ୍ରମ୍ପ, ବଢିଲା ଟେନଶନ!

ଓ୍ବାଶିଂଟନ୍‌,୧୬।୮:ଆଲାସ୍କାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥାବାର୍ତ୍ତା ପରେ ଫକ୍ସ ନ୍ୟୁଜ ସହିତ ଏକ ଆଲୋଚନାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଯୁଦ୍ଧବିରତି ଆଣିଛନ୍ତି।…

ଟ୍ରମ୍ପଙ୍କ ଟାରିଫ ଟେନଶନ ଭିତରେ ଚାଇନା କଲା ବଡ଼ ଘୋଷଣା, ଭାରତ ସହ ଜୋରଦାର ହେବ…

ନୂଆଦିଲ୍ଲୀ, ୧୫।୮: ଚାଇନା ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର କହିଛି ଯେ ଭାରତ ଓ ଚୀନ ଦୁଇଟି ପ୍ରମୁଖ ବିକାଶଶୀଳ ଦେଶ ଏବଂ ଗ୍ଲୋବାଲ ସାଉଥ୍ର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ଉଭୟ ଦେଶ ପରସ୍ପରର ସଫଳତାରେ ସହଯୋଗୀ ହେବା। ଏହି ମନ୍ତବ୍ୟ ଆମେରିକାର ରାଷ୍ଟ୍ରପତି…

ଭାରତ ଉପରେ ଲାଗିବ କମ୍‌ ଟାରିଫ୍‌! ମିଳିଲା ବଡ଼ ସଙ୍କେତ…

ଓ୍ବାଶିଂଟନ୍‌,୧୫।୮: ବିଶ୍ୱରେ ଉତ୍ତେଜନା ଏବଂ ଶୁଳ୍କ ଯୁଦ୍ଧ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାକ୍ଷାତ ହେବାର କାର୍ଯ୍ୟକ୍ରମ ଅଛି, ଯାହା ଉପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ୟୁକ୍ରେନ ସହିତ ଯୁଦ୍ଧ…

ଭାରତ ଉପରେ ଲାଗିବନି ଟାରିଫ୍‌? ହେବାକୁ ଯାଉଛି ବଡ଼ ଭେଟ…

ନୂଆଦିଲ୍ଲୀ,୮।୮: ପାକିସ୍ତାନୀ ବିଶେଷଜ୍ଞ ମୁକ୍ତାଦର ଖାନ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ 25 ପ୍ରତିଶତ ଜରିମାନା ଲାଗୁ କରିବାକୁ ଯାଉଛନ୍ତି, ସେ ତାହାକୁ ଭାରତ ଉପରେ ଲାଗୁ ନ କରିପାରନ୍ତି ଏବଂ 25 ପ୍ରତିଶତ ଶୁଳ୍କ ମଧ୍ୟ…

ଭାରତ ଉପରେ କାହିଁକି ଟାରିଫ୍‌ ଲଗାଇଲେ ଟ୍ରମ୍ପ, କହିଲେ ଏହି ବଡ଼ କାରଣ…

ଓ୍ବାଶିଂଟନ,୮ା୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ସମେତ ବିଶ୍ୱର ପ୍ରାୟ ୭୦ ଦେଶ ଉଦ୍ଦେଶ୍ୟରେ ଘୋଷଣା କରିଥିବା ଉଚ୍ଚ ଟାରିଫ୍‌ ଗୁରୁବାର ଭାରତୀୟ ସମୟ ପୂର୍ବାହ୍ନ ୯ଟାରୁ ଲାଗୁ ହୋଇଛି। ଜୁଲାଇ ୩୧ରେ ଟ୍ରମ୍ପ୍‌ ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ୨୫%…

ଡୋଭାଲ ମସ୍କୋରେ, ଚାଇନା ଯିବେ ମୋଦି…ଟ୍ରମ୍ପଙ୍କ ବିରୋଧରେ ସାଂଘାତିକ ପ୍ଲାନ!

ନୂଆଦିଲ୍ଲୀ,୭।୮: ଭାରତକୁ ଶୁଳ୍କ ନେଇ ବାରମ୍ବାର ଧମକ ଦେଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସମସ୍ୟାରେ ପଡ଼ିଥିବା ପରି ମନେ ହେଉଛି। ଭାରତ ସହିତ ସମ୍ପର୍କ ନଷ୍ଟ କରିବା ପାଇଁ ସେ କେବଳ ନିଜ ଘରେ ସମାଲୋଚନାର ଶିକାର ନୁହଁନ୍ତି,…

୫୦% ଟାରିଫ ଲଗାଇବା ପରେ ପୁଣି ଧମକ ଦେଲେ ଟ୍ରମ୍ପ, କହିଲେ ମାତ୍ର ୮ଘଣ୍ଟାରେ…

ଓ୍ବାଶିଂଟନ, ୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବା ପରେ ଏବେ ଆହୁରି ସେକେଣ୍ଡାରୀ ଟାରିଫ୍ । (secondary sanctions) ଲଗାଇବାର ଧମକ ଦେଇଛନ୍ତି। ଏହି ନିଷ୍ପତ୍ତି ଭାରତର ରୁଷିଆ ସହ ବାଣିଜ୍ୟ ସମ୍ପର୍କ,…

ପ୍ରଭାବିତ ହେବ ବିଶ୍ୱ ଅର୍ଥନୀତି

ବେଜିଂ/ଓ୍ବାଶିଂଟନ୍‌,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକତରଫା ଭାବେ ଚାଇନା ସାମଗ୍ରୀଗୁଡ଼ିକ ଉପରେ ୧୪୫% ଟାରିଫ୍‌ ବୃଦ୍ଧି ଘୋଷଣା କରିଥିବା ଶୁକ୍ରବାର ବେଜିଂ ଦର୍ଶାଇଛି। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଏହାର ମୁକାବିଲା ପାଇଁ ୟୁରୋପୀୟ ସଂଘ (ଇୟୁ)କୁ ବେଜିଂ ସହ…

ଟ୍ରମ୍ପଙ୍କୁ ମୁହଁତୋଡ ଜବାବ ଦେଲା ଚାଇନା, ଲଗାଇଲା ୮୪% ଟାରିଫ୍

ନୂଆଦିଲ୍ଲୀ,୯।୪: ବୁଧବାର କାର୍ଯ୍ୟକାରୀ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସଦ୍ୟତମ ପାରସ୍ପରିକ ଶୁଳ୍କ ପ୍ରତି ଜବାବରେ ଚାଇନା ୮୪% ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛି। ଆମେରିକା ରାଷ୍ଟ୍ରପତି ଏପ୍ରିଲ ୨ ରେ ନୂତନତମ ଶୁଳ୍କ ଘୋଷଣା କରିଥିଲେ। ଘୋଷଣା…

ଟ୍ରମ୍ପଙ୍କ ଟାରିଫ୍‌କୁ ଡରୁଛନ୍ତି ଚନ୍ଦ୍ରବାବୁ, କେନ୍ଦ୍ର ସରକାରଙ୍କୁ ଲେଖିଲେ ଚିଠି, ଜାଣନ୍ତୁ କାରଣ…

ଅମରାବତୀ,୯ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଶୁଳ୍କ ଘୋଷଣା ମଧ୍ୟରେ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ରାଜ୍ୟର ମତ୍ସ୍ୟଜାତ ଦ୍ରବ୍ୟ ନିମନ୍ତେ ସହାୟତା ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ଚିଙ୍ଗୁଡ଼ି ଭଳି ଉତ୍ପାଦଗୁଡ଼ିକୁ ଅତିରିକ୍ତ ଶୁଳ୍କରୁ ମୁକ୍ତ କରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri