ଅମାଜନର କ୍ଲାଉଡ୍ ସେବାରେ ବିଶ୍ୱବ୍ୟାପୀ ବିଭ୍ରାଟ: ଅନେକ ୱେବସାଇଟ୍, ଆପ୍ ଅଚଳ ନୂଆଦିଲ୍ଲୀ,୨୦।୧୦: ଅମାଜନର କ୍ଲାଉଡ୍ ସେବା ୟୁନିଟ୍ AWSରେ ସୋମବାର ବିଶ୍ୱବ୍ୟାପୀ ବିଭ୍ରାଟ ଘଟିଛି। ଏହାଫଳରେ ବିଶ୍ୱର ଅନେକ କମ୍ପାନୀର ସଂଯୋଗ ସମସ୍ୟା ଦେଖାଦେଇଛି ଏବଂ Fortnite, Snapchat ଭଳି ଲୋକପ୍ରିୟ ୱେବସାଇଟ୍ ଓ ଆପ୍ଗୁଡ଼ିକର ସେବା ବ୍ୟାହତ ହୋଇଛି। AWS...