ଗ୍ଲାମର ପରେ ବି ଝୁଣ୍ଟିଲା ଏଏପି ଭୋପାଳ,୩।୧୨: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି ଯେ ଆସନ୍ତା ୫ବର୍ଷ ପାଇଁ ଜନସାଧାରଣ ନିଜ ନିଜ ରାଜ୍ୟର ଶାସନ ଭାର କାହାକୁ ହସ୍ତାନ୍ତର କରିବାକୁ ଯାଉଛନ୍ତି। ୫ଟି ରାଜ୍ୟର ନିର୍ବାଚନ...