ଧୋକା ଦେଲା ପ୍ରେମ…ପ୍ରଥମେ ଜ୍ବାଇଁ ସହ ଫେରାର ହେଲେ ଶାଶୁ, ୧୦ ମାସ ପରେ ଏବେ ଭିଣୋଇକୁ ଧରି ଛୁ ଲକ୍ଷ୍ନୌ,୧୨।୨: ଉତ୍ତର ପ୍ରଦେଶର ଆଲିଗଡ଼ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ ମହିଳା ନିଜ ଜ୍ବାଇଁଙ୍କୁ ପ୍ରେମ କରି ତାଙ୍କ ସହିତ ପଳାଇ ଯାଇଥିଲେ। ଏହି ଘଟଣା ୧୦ ମାସ ପୂର୍ବେ ଖବରର ଶିରୋନାମା ପାଲଟିଥିଲା। କିନ୍ତୁ…