ତିନି ଥର ପ୍ରେମରେ ପଡ଼ିଥିଲେ, ତଥାପି ଏଯାଏ କାହିଁକି ବିବାହ କରିନାହାନ୍ତି ଅକ୍ଷୟ ଖନ୍ନା? ମୁମ୍ବାଇ: ବଲିଉଡ୍ରେ ଅନ୍ୟ ଷ୍ଟାରଙ୍କ ଭଳି ଷ୍ଟାରକିଡ୍ସଙ୍କ ଭାଗ୍ୟ ପରୀକ୍ଷା ହୋଇଥାଏ। କିଛି ସଫଳତାର ଶିଖର ଛୁଇଁବାରେ ସଫଳ ହେଉଥିବା ବେଳେ କିଛି ମା’ବାପାଙ୍କ ନାମ ସହ ଦର୍ଶକଙ୍କ ପ୍ରଶଂସା ସତ୍ତ୍ୱେ ଫେଲ୍ ମାରିଥାନ୍ତି। ଆଜି ଆମେ ଯେଉଁ ଷ୍ଟାରଙ୍କ...