ପାକିସ୍ତାନରେ ଝିଅମାନଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ କେତେ? ନୂଆଦିଲ୍ଲୀ,୪ା୮: ଭାରତରେ ଝିଅମାନଙ୍କର ବିବାହ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ। କିନ୍ତୁ ଆପଣ ଜାଣନ୍ତି କି ମୁସଲମାନ ଦେଶ ପାକିସ୍ଥାନରେ ଝିଅମାନେ କେଉଁ ବୟସରେ ବିବାହ କରନ୍ତି? ପଡୋଶୀ ପାକିସ୍ତାନରେ ଝିଅମାନଙ୍କର ବିବାହ ପାଇଁ ସର୍ବନିମ୍ନ ବୟସ ୧୬ ବର୍ଷ…