ପାକିସ୍ତାନ ସୁପର ଲିଗରୁ ଓହରିଲେ ଆଫଗାନିସ୍ତାନ ଖେଳାଳି; ବଢ଼ିଲା ବିବାଦ ନୂଆଦିଲ୍ଲୀ,୧୨।୨: ପାକିସ୍ତାନ ସୁପର ଲିଗ୍ (PSL) ର ୧୧ତମ ସଂସ୍କରଣ ନିଲାମ ପୂର୍ବରୁ ବଡ଼ ବିବାଦ ଦେଖାଦେଇଛି। ଆଫଗାନିସ୍ତାନର ଷ୍ଟାର୍ କ୍ରିକେଟରମାନେ ଶେଷ ମୂହୁର୍ତ୍ତରେ ଏହି ନିଲାମରୁ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି। ଦୁଇ ଦେଶ ମଧ୍ୟରେ ଖରାପ ହେଉଥିବା କୂଟନୈତିକ…