ପ୍ରଶାସନ ନେଲା ବଡ଼ ପଦକ୍ଷେପ, ଏଣିକି ଜାତୀୟ ରାଜପଥରୁ ହଟିବ… ଦାରିଙ୍ଗବାଡ଼ି,୧୫ା୧(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଦାରିଙ୍ଗବାଡ଼ି ବଜାର ଉପରେ ଜବରଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ ନେଇଛି। ଗୁରୁବାର ମିଳିତ ଭାବେ ଉଠାଦୋକାନୀଙ୍କୁ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଯେଉଁ...