ଆମେରିକାରେ ମହିଳା କିଣୁଛନ୍ତି ଅଧିକ ଗର୍ଭ ନିରୋଧକ ବଟିକା, କମୁଛି ଷ୍ଟକ୍, କାରଣ ଜାଣିଲେ… ଓ୍ବାଶିଂଟନ,୧୪ା୧୧: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହୋଇଛନ୍ତି। ଟ୍ରମ୍ପଙ୍କ ନିର୍ବାଚନ ଅଭିଯାନଠାରୁ ଆରମ୍ଭ କରି ତାଙ୍କ ନିର୍ବାଚନ ବିଜୟ ପର୍ଯ୍ୟନ୍ତ ଅନେକ ମହିଳା ଟ୍ରମ୍ପଙ୍କୁ ବିରୋଧ କରୁଛନ୍ତି। ମହିଳାମାନେ କ୍ରମାଗତ ଭାବେ ଟ୍ରମ୍ପଙ୍କ ବିରୋଧରେ କହୁଛନ୍ତି।...