ପ୍ରଥମ ସାକ୍ଷାତକାରରେ ଭାବପ୍ରବଣ ହେଲେ ସ୍ବାତୀ, କହିଲେ ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲି…
ନୂଆଦିଲ୍ଲୀ,୨୩ା୫: ପ୍ରଥମଥର ପାଇ ଏଏପିର ରାଜ୍ୟ ସଭା ଏମ୍ପି ସ୍ବାତୀ ମାଲିଓ୍ବାଲ ଏକ ସାକ୍ଷାତକାର ଦେଇଛନ୍ତି। ଏହି ସାକ୍ଷାତକାରରେ ସେ କହିଛନ୍ତି, ମେ’ ୧୩ରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟିବାକୁ ତାଙ୍କ ବାସଭବନକୁ ଯାଇଥିଲେ। ସେଠାରେ କର୍ମଚାରୀମାନେ...
ସ୍ବାତୀ ମାଲିଓ୍ବାଲ କିଏ? ସ୍ବାମୀଙ୍କଠାରୁ ଅଲଗା; କିଭଳି କରିଥିଲେ ରାଜନୀତିରେ ଏଣ୍ଟ୍ରି..ଯାହା ପାଇଁ ଏବେ ଅଡୁଆରେ ଏଏପି…
ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟି(ଏଏପି) ପକ୍ଷରୁ ରାଜ୍ୟ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ସ୍ବାତୀ ମାଲିଓ୍ବାଲଙ୍କ ସହ ଜଡ଼ିତ ଅସଦାଚରଣ ମାମଲା ଚର୍ଚ୍ଚାରେ ରହିଛି। ଏହାକୁ ନେଇ ଲଗାତାର ଭାବେ ନୂଆ ନୂଆ ଖୁଲାସା ହେଉଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ...
”୭-୮ ଚାପୁଡ଼ା, ଛାତି, ପେଟକୁ ଗୋଇଠା ମାରିଲେ”: FIR’ରେ ଲେଖିଲେ ସ୍ୱାତୀ ମାଲିୱାଲ
ନୂଆଦିଲ୍ଲୀ,୧୭।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦଳର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ଅସଦାଚରଣ ମାମଲାରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି। କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ବିରୋଧରେ ସ୍ୱାତୀ ଗୁରୁତର ଅଭିଯୋଗ ଆଣିଛନ୍ତି। ଅଭିଯୋଗରେ...
ଆସନ୍ତାକାଲି ବଡ଼ ବୈଠକ ଡାକିବେ କେଜ୍ରିଓ୍ବାଲ, ଏଜେଣ୍ଡାକୁ ନେଇ ସସ୍ପେନ୍ସ
ନୂଆଦିଲ୍ଲୀ,୧୧ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ୍ ଶୁକ୍ରବାର ସୁପ୍ରିମକୋର୍ଟଙ୍କଠାରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଛନ୍ତି। ଏହା ସହ ଜେଲ୍ରୁ ବାହାରିବା ପରେ କେଜ୍ରିଓ୍ବାଲ ତାଙ୍କର ରାଜନୈତିକ ସକ୍ରିୟତାକୁ ଆହୁରି ଜୋରଦାର କରିଛନ୍ତି। ଆଜି କେଜ୍ରିଓ୍ବାଲ ଦିଲ୍ଲୀରେ...
ଚାର୍ଜସିଟ୍ରେ ଏଏପିକୁ ଅଭିଯୁକ୍ତ କରିବ ଇଡି, କେଜ୍ରିୱାଲଙ୍କୁ ଜାମିନ ମିଳିବା ସମ୍ଭାବନା କ୍ଷୀଣ!
ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଶୁକ୍ରବାର ଏକ ବଡ଼ ଦିନ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଟ୍ରାଏଲ କୋର୍ଟରେ ମଦଫା ଦୁର୍ନୀତି ମାମଲାରେ ଏହାର ଚାର୍ଜସିଟ୍ ଦାଖଲ କରିବାକୁ ଯାଉଛି। ଏହାରି ମଧ୍ୟରେ ଚାର୍ଜସିଟ୍କୁ ନେଇ ବଡ଼ ଖୁଲାସା ହୋଇଛି।...
ଭଟଲି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ମହମ୍ମଦ ଶାହାରୁଖ
ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍ ଆଦ୍ମୀ ପାର୍ଟି (ଏଏପି) ପ୍ରାର୍ଥୀ ମହମ୍ମଦ ଶାହାରୁଖ ଲୋଧିଆ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସେ ଦଳୀୟ ସମର୍ଥକଙ୍କ ଗହଣରେ...
ଏଏପିକୁ ଆଉ ଏକ ବଡ଼ ଝଟ୍କା: ଇସ୍ତଫା ଦେଲେ ରାଜକୁମାର
ନୂଆଦିଲ୍ଲୀ,୧୦।୪: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଫସିଥିବା ଆମ୍ ଆଦମୀ ପାର୍ଟି(ଏଏପି) ପାଇଁ ଅଡ଼ୁଆ ଥମିବାର ନାଁ ନେଉନାହିଁ। ବର୍ତ୍ତମାନ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ରାଜକୁମାର ଆନନ୍ଦ ତାଙ୍କ ପଦ ଏବଂ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦିଲ୍ଲୀର...
ଜେଲ୍ରୁ ବାହାରିଲେ ସଞ୍ଜୟ ସିଂ
ନୂଆଦିଲ୍ଲୀ,୩ା୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲ୍ରେ ୬ ମାସ ରହିବା ପରେ ବରିଷ୍ଠ ଆମ୍ ଆଦ୍ମୀ ପାର୍ଟି(ଏଏପି)ନେତା ତଥା ରାଜ୍ୟ ସଭା ଏମ୍ପି ସଞ୍ଜୟ ସିଂ ବୁଧବାର ଜେଲ୍ରୁ ବାହାରିଛନ୍ତି। ଗୋଟିଏ ଦିନ ପୂର୍ବରୁ ସୁପ୍ରିମକୋର୍ଟ ତାଙ୍କୁ...
ଏଏପି ମହାରାଲିରେ ଯୋଗଦେବେ ରାହୁଲ, ଖାର୍ଗେ, ପାଓ୍ବାର, ଅଖିଳେଶ
ନୂଆଦିଲ୍ଲୀ,୨୯।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫଦାରୀ ପ୍ରତିବାଦରେ ଆମ୍ ଆଦ୍ମୀ ପାର୍ଟି (ଏଏପି) ଆସନ୍ତା ରବିବାର ରାମଲୀଳା ମଇଦାନରେ ମହାରାଲିର ଆୟୋଜନ କରୁଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଶରଦ ପାଓ୍ବାର,...
ଦିଲ୍ଲୀର ୪ ଲୋକ ସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା AAP, ନୂଆଦିଲ୍ଲୀରୁ ଲଢ଼ିବେ ସୋମନାଥ
ନୂଆଦିଲ୍ଲୀ,୨୭।୨: ଆମ ଆଦମୀ ପାର୍ଟୀ(ଏଏପି) ଆଗାମୀ ଲୋକ ସଭା ନିର୍ବାଚନ ଲାଗି ୫ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥିରୁ ୪ ଦିଲ୍ଲୀର ଥିବା ବେଳେ ଜଣେ ହରିୟାଣାର ରହିଛନ୍ତି। ନୂଆଦିଲ୍ଲୀ ଆସନରୁ ସୋମନାଥ ଭାରତୀ, ଦକ୍ଷିଣ ଦିଲ୍ଲୀରୁ ସାହିରାମ,...
ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦିଲ୍ଲୀରେ କଂଗ୍ରେସ-ଏଏପି ମଧ୍ୟର ହେଲା ସହମତି: ରିପୋର୍ଟ
ନୂଆଦିଲ୍ଲୀ,୨୧।୨: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ-ଏଏପି ମିଳିତ ମଞ୍ଚକୁ ନେଇ ଏକ ସହମତି ପ୍ରକାଶ ପାଇଥିବା ଜଣାପଡିଛି। ସୂଚନାନୁସାରେ, ଏଏପି ଦିଲ୍ଲୀର ୪ ଟି ଆସନରେ ଏବଂ କଂଗ୍ରେସ ୩ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। କଂଗ୍ରେସ ଏବଂ ଏଏପି...
ଇଡିର ଚତୁର୍ଥ ସମନରେ ବି ହାଜର ହେବେ ନାହିଁ କେଜ୍ରିଓ୍ବାଲ! ଗୋଆ ଗସ୍ତରେ ଯିବେ…
ନୂଆଦିଲ୍ଲୀ,୧୮।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚତୁର୍ଥ ସମନକୁ ମଧ୍ୟ ଏଡ଼ାଇ ଯାଇପାରନ୍ତି। ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ଗୁରୁବାର ହାଜର ହେବାକୁ କହିଥିଲା। ହେଲେ କେଜ୍ରିଓ୍ବାଲଙ୍କର ୩ ଦିନିଆ ଗୋଆ ଗସ୍ତର କାର୍ଯ୍ୟକ୍ରମ ରହିଛି।...
Archives


