Tag Archives: Aamir Khan

କିଏ ସେ ବିମଲ ପାରେଖ? ଯିଏ ଗୋଟିଏ ସେକେଣ୍ଡରେ ଆମିର ଖାନଙ୍କୁ କରିଦେଇପାରନ୍ତି କାଙ୍ଗାଳ 

ମୁମ୍ବାଇ: ପ୍ରତିବର୍ଷ ଅଭିନେତାମାନେ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ଯେତେବେଳେ ସୁପରଷ୍ଟାର ଆମିର ଖାନଙ୍କ କଥା ଆସେ, ତାଙ୍କ ଫିଲ୍ମ କୋଟି କୋଟି ଟଙ୍କା ରୋଜଗାର କରେ। ଏମିତିରେ ତାଙ୍କ ରୋଜଗାର ମଧ୍ୟ କୋଟିରେ ହୋଇଥାଏ। ଏହି ଟଙ୍କାକୁ କିଭଳି…

୯୦ ବର୍ଷରେ ଡେବ୍ୟୁ କରିବେ ଆମିରଙ୍କ ମାଆ

ମୁମ୍ବାଇ,୭।୬: ଅଭିନେତା ଆମିର ଖାନ ଆଜିକାଲି ତାଙ୍କ ଆଗାମୀ ଫିଲ୍ମ ସିତାରେ ଜମିନ ପର ପାଇଁ ଖବରରେ ଅଛନ୍ତି। ଏହି ଫିଲ୍ମ କେବଳ ଏହାର ବିଶେଷ କାହାଣୀ ପାଇଁ ନୁହେଁ ବରଂ ଉତ୍କୃଷ୍ଟ କ୍ୟାମିଓ ପାଇଁ ମଧ୍ୟ ଲଗାତାର ଖବରରେ ରହିଛି।…

ବାସ୍କେଟ ବଲ୍‌ କୋଚ୍‌ ଭୂମିକାରେ ଆମୀର

ମୁମ୍ବାଇ: ୨୦୨୨ରେ ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’ ପରଠାରୁ ଅଭିନେତା ଆମୀର ଖାନ୍‌ ଅଭିନୟରୁ ଦୂରେଇ ରହିଛନ୍ତି। ତେବେ ଖୁବ୍‌ଶୀଘ୍ର ତାଙ୍କୁ ‘ସିତାରେ ଜମିନ ପର’ ଫିଲ୍ମରେ ଦେଖିବାକୁ ମିଳିବ। ୨୦୦୭ରେ ରିଲିଜ୍‌ ହୋଇଥିବା ଆମୀରଙ୍କ ‘ତାରେ ଜମିନ ପର’ ଫିଲ୍ମର ଏହା…

ପ୍ରେମିକାଙ୍କ ସହ ଚାଇନାରେ କ’ଣ କରୁଛନ୍ତି ଆମିର ଖାନ୍‌? Video ଭାଇରାଲ ପରେ…

ମୁମ୍ବାଇ: ବଲିଉଡର ପରଫେକ୍ସନିଷ୍ଟ ଆମିର ଖାନ ତାଙ୍କ ୬୦ତମ ଜନ୍ମଦିନ ଅବସରରେ ନିଜର ପ୍ରେମିକାଙ୍କୁ ନେଇ ବଡ଼ ଘୋଷଣା କରିଥିଲେ। ଗୌରୀ ନାମକ ଜଣେ ମହିଳାଙ୍କୁ ସେ ଡେଟ କରୁଥିବା ସ୍ପଷ୍ଟ କରିଥିଲେ। ଏହି ଖୁଲାସା ପରଠାରୁ ଦୁହେଁ ସେମାନଙ୍କ ପ୍ରେମ…

ପ୍ରେମିକା ଗୌରୀଙ୍କ ସହ ସମ୍ପର୍କକୁ ନିଶ୍ଚିତ କଲେ ଆମିର ଖାନ: “କହିଲେ- ଶାହରୁଖ, ସଲମାନ…”

ନୂଆ ଦିଲ୍ଲୀ: ଗୁରୁବାର (୧୩ ମାର୍ଚ୍ଚ) ଥିଲା ବଲିଉଡ ଅଭିନେତା ଆମିର ଖାନଙ୍କ ଜନ୍ମଦିନ। ଏହି ବିଶେଷ ଅବସରରେ, ଅଭିନେତା ଗଣମାଧ୍ୟମ ସହିତ ଏକ ସାକ୍ଷାତକାର ଏବଂ ଏକ ପାର୍ଟି ଆୟୋଜନ କରିଥିଲେ। ମୁଖ୍ୟ କଥା? ଅଭିନେତାଙ୍କ ବାଙ୍ଗାଲୋରର ପ୍ରେମିକା ଗୌରୀ।…

ବାଙ୍ଗାଲୋରର ଯୁବତୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି Aamir Khan, ପରିବାରରୁ ମିଳିଛି ଗ୍ରିନ୍‌ ସିଗ୍‌ନାଲ

ମୁମ୍ବାଇ: ଦୁଇ ଦୁଇ ଥର ବୈବାହିକ ଜୀବନରେ ଝଡ଼। ପରେ ଛାଡ଼ପତ୍ର। ଏମିତିରେ ଏକାକି ଜୀବନ ବିତାଉଥିଲେ ବଲିଉଡର ପ୍ରଫେକ୍ସନାଲିଷ୍ଟ ଆମିର ଖାନ୍‌। ହେଲେ ଏବେ ସବୁକିଛି ବଦଳିଛି। ସେ ପୁଣି ପ୍ରେମରେ ପଡ଼ିଛନ୍ତି। କଥାଟା ଅରୁଚି ଲାଗିଲେ ବି ବୋଧହୁଏ…

ପୂର୍ବତନ ସ୍ତ୍ରୀଙ୍କୁ ଚୁମ୍ବନ ଦେଲେ ଅମିର ଖାନ୍‌

ଅଭିନେତା ଅମିର ଖାନଙ୍କ ଝିଅ ଇରା ନୁପୁର ଶିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟଙ୍କ କୋର୍ଟରେ ବିବାହ ହୋଇଛି। ସୋସିଆଲ ମିଡିଆରେ ଇରା ଏବଂ ନୁପୁରଙ୍କ ବିବାହ ଫଟୋ ଭାଇରାଲ ହେଉଛି। ଝିଅ ଇରାଙ୍କ ବିବାହରେ ଅମିରଙ୍କୁ  ମଜାଦାର ଶୈଳୀରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri