Tag Archives: Aadhaar Card

ଆଉ ଏସବୁ କାମ ପାଇଁ ଦରକାର ପଡିବନି ଆଧାର କାର୍ଡ, ଦେବାକୁ ପଡିବ…ଆସିଲା ନୂଆ ନିୟମ

ନୂଆଦିଲ୍ଲୀ,୨।୧୨: ସାଧାରଣ ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ଆଜିକାଲି ପ୍ରାୟ ପ୍ରତ୍ୟେକ ସରକାରୀ ଏବଂ ବେସରକାରୀ କାର୍ଯ୍ୟ ପାଇଁ ଆଧାର କାର୍ଡ ବ୍ୟବହାର କରାଯାଉଛି। ତଥାପି, ଉତ୍ତର ପ୍ରଦେଶ ସରକାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି ଯାହା ଅଧାରକୁ...

ଆଧାର କାର୍ଡ ଆଉ ଜନ୍ମ ତାରିଖର ପ୍ରମାଣ ହେବ ନାହିଁ… SIR ଅପଡେଟ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି

ଲକ୍ଷ୍ନୌ,୨୮।୧୧: ଉତ୍ତର ପ୍ରଦେଶ ସରକାର ଆଧାର କାର୍ଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ସୂଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ସିଧାସଳଖ ଆପଣଙ୍କ ସହିତ ଜଡିତ। ୟୁପି ସରକାର ଏକ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି ଯେ...

ନୂଆ ଆଧାର ଆପ୍ ଲଞ୍ଚ୍: ଫେସ୍ ସ୍କାନ୍ ସୁରକ୍ଷା ସହିତ ରହିଛି ଏସବୁ ସୁବିଧା

ନୂଆଦିଲ୍ଲୀ,୧୦।୧୧: ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ସାଧାରଣ ଉପଭୋକ୍ତାଙ୍କ ପାଇଁ ଏକ ନୂଆ ଆଧାର ଆପ୍ (Aadhaar App) ଲଞ୍ଚ୍ କରିଛି। ଏହି ଆପ୍ ମାଧ୍ୟମରେ ଉପଭୋକ୍ତାମାନେ ସ୍ମାର୍ଟଫୋନରେ ନିଜ ଆଧାର କାର୍ଡକୁ ଡିଜିଟାଲ୍ ଭାବରେ ସାଙ୍ଗରେ...

ଇପିଏଫଓର ବଡ଼ ଘୋଷଣା: Aadhaar Card ହେବନି ଜନ୍ମର ପ୍ରମାଣ ପତ୍ର …

ନୂଆଦିଲ୍ଲୀ,୧୮।୧ : ଆଧାର କାର୍ଡକୁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବିବେଚନା କରାଯାଏ । ଭାରତରେ, ଏହା ମୁଖ୍ୟତଃ ଅନେକ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ, କିନ୍ତୁ ଇପିଏଫଓର ଜନ୍ମ ଅପଡେଟ ପ୍ରକ୍ରିୟାରେ ଆଧାର କାର୍ଡକୁ ଏକ ଉପଯୁକ୍ତ ପ୍ରମାଣପତ୍ର ଭାବେ...

Aadhaar Update: ଆବେଦନର କେତେଦିନ ପରେ ଆଧାରରେ ନୂଆ ତଥ୍ୟ ହୋଇଯାଇଥାଏ ଅପଡେଟ୍‌, UIDAI ଦେଲା ସୂଚନା…

ନୂଆଦିଲ୍ଲୀ,୧୨।୧: ବର୍ତ୍ତମାନ ସମୟରେ ଆଧାର କାର୍ଡ ସବୁଠାରୁ ଦରକାରୀ କାଗଜପତ୍ର ଭାବେ ପରିଗଣିତ ହେଉଛି। ଏହା ନ ଥିଲେ କୌଣସି ଟଙ୍କା ନେଣଦେଣ ତଥା ସରକାରୀ ଯୋଜନାର ଲାଭ ଉଠାଇପାରିବା ମୁସ୍କିଲ। ତେବେ ପ୍ରତି ୧୦ ବର୍ଷରେ ଆଧାରକୁ ଅପଡେଟ୍‌...

ନିକଟତର ହେଲା ମାଗଣାରେ ଆଧାର ଅପଡେଟ୍ କରିବାର ଶେଷ ତାରିଖ, ତୁରନ୍ତ ନିଅନ୍ତୁ ଏହାର ଫାଇଦା

ନୂଆଦିଲ୍ଲୀ,୨୨।୧୧: ପ୍ରତି ୧୦ ବର୍ଷରେ ଆଧାର କାର୍ଡ ଅପଡେଟ୍ କରିବା ବାଧ୍ୟତାମୂଳକ ଅଟେ। ଏଥିପାଇଁ ଆଧାର ପ୍ରଦାନକାରୀ ସରକାରୀ ଏଜେନ୍ସି ୟୁଆଇଡିଏଆଇ ଦ୍ୱାରା ମଧ୍ୟ ଏକ ଅଭିଯାନ ଚାଲିଛି, ଯାହା ଅଧୀନରେ ଆପଣ ୧୪ ଡିସେମ୍ବର ପର୍ଯ୍ୟନ୍ତ ଅନଲାଇନରେ ଆପଣଙ୍କର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri