Tag Archives: Aadhaar

ବ୍ରିଟେନ ଆପଣାଇବ ‘ଆଧାର’ ପରି ପରିଚୟ ବ୍ୟବସ୍ଥା, ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତରେ ବଡ ସଫଳତା

ନୂଆଦିଲ୍ଲୀ,୯।୧୦: ବ୍ରିଟେନର ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମର ବୁଧବାର ମୁମ୍ବାଇରେ ପହଞ୍ଚିଥିଲେ ଏବଂ ତାଙ୍କର ପ୍ରଥମ ସାକ୍ଷାତରେ ଇନଫୋସିସର ସହ-ପ୍ରତିଷ୍ଠାତା ତଥା ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ(ୟୁଆଇଡିଏଆଇ)ର ଅଧ୍ୟକ୍ଷ ନନ୍ଦନ ନୀଲେକାନୀଙ୍କୁ ଭେଟିଥିଲେ। ଏହାର ମୁଖ୍ୟ କାରଣ ହେଉଛି ଭାରତର ଆଧାର ଅନୁସାରେ…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଭୋଟର ତାଲିକା ସଂଶୋଧନ ପାଇଁ ଆଧାର ବୈଧ ଡକ୍ୟୁମେଣ୍ଟ

ନୂଆଦିଲ୍ଲୀ,୮ା୯: ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି ଯେ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପାଇଁ ନିର୍ବାଚନ କମିଶନକୁ ଆଧାର କାର୍ଡକୁ ପରିଚୟ ପ୍ରମାଣ ଭାବେ ଗ୍ରହଣ କରିବାକୁ ହେବ। ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ…

ଆଧାର ଗ୍ରହଣ କରିବାକୁ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୮: ସୁପ୍ରିମକୋର୍ଟ ଶୁକ୍ରବାର ବିହାରରେ ଚଳିତ ବର୍ଷ ନିର୍ବାଚନ ପୂର୍ବରୁ ଭୋଟର ତାଲିକାରୁ ବାଦ ପଡ଼ିଥିବା ଭୋଟରମାନଙ୍କ ଆଧାରକୁ ବାସସ୍ଥାନର ପ୍ରମାଣ ଭାବେ ଉପସ୍ଥାପନ କରିବାକୁ ଅନୁମତି ଦେଇଛନ୍ତି। କୋର୍ଟ ନିର୍ବାଚନ ଆୟୋଗଙ୍କୁ ଆଧାରକୁ ୧୧ଟି ଅନ୍ୟ ପରିଚୟ ପତ୍ର ସହ…

୧ ଜୁଲାଇରୁ ଆର୍ଥିକ ନିୟମରେ ବଡ଼ ପରିବର୍ତ୍ତନ: ଆଧାର-ପ୍ୟାନ ଲିଙ୍କ, ଏଟିଏମ ଫିସ୍ ଆଉ ଏସବୁ ବଦଳିଯିବ

ନୂଆଦିଲ୍ଲୀ,୩୦ା୬: ୧ ଜୁଲାଇ ୨୦୨୫ରୁ ଭାରତରେ ଆର୍ଥିକ ଓ ସେବା ସମ୍ବନ୍ଧୀୟ ନିୟମାବଳୀରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସୁଛି। ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ, କ୍ରେଡ଼ିଟ କାର୍ଡ ବ୍ୟବହାର, ତତକାଳ ଟ୍ରେନ ଟିକେଟ ବୁକିଂ ଏବଂ ନୂଆ ପ୍ୟାନ କାର୍ଡ ପାଇଁ ଆଧାର…

ଆଧାର: ପୁଣି ନୂଆ ଆପ୍‌

ଡିଜିଟାଲ ସୁବିଧା ଏବଂ ବ୍ୟକ୍ତିଗତ ସୁରକ୍ଷାକୁ ଅଧିକ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ଆଧାରର ଏକ ନୂଆ ଆପ୍‌ ଉନ୍ମୋଚନ କରିଛନ୍ତି। ସରକାରୀ ଯୋଜନାଗୁଡ଼ିକର ସୁବିଧା ପାଇବା ଲାଗି ଏବେ ଆଉ ପୂର୍ବଭଳି ପ୍ରତ୍ୟେକ ସ୍ଥାନରେ ଆଧାର କାର୍ଡ କିମ୍ବା…

Sim Card Scam:ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେଇପାରେ ଆପଣଙ୍କ ସିମ କାର୍ଡ: ଜାଣନ୍ତୁ କେମିତି ରହିବେ ସତର୍କ

ପ୍ରଯୁକ୍ତିବିଦ୍ୟା ଆଗକୁ ବଢ଼ିବା ସହିତ ସାଇବର ଠକମାନେ ଲୋକଙ୍କୁ ଠକିବା ପାଇଁ ବିଭିନ୍ନ ଉପାୟ ଖୋଜୁଛନ୍ତି। ଆଜିକାଲି ବହୁତ କମ୍‌ ଲୋକ ଅଛନ୍ତି, ଯାହାଙ୍କ ପାଖରେ ମୋବାଇଲ ନାହିଁ। ମୋବାଇଲ ବ୍ୟବହାର କରିବାକୁ ହେଲେ, ସିମ୍‌ କାର୍ଡ ମଧ୍ୟ ରହିବା ଆବଶ୍ୟକ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri