୧୦ ଲକ୍ଷ ଟଙ୍କାର ତାର ଚୋରି କରି ୫ ବନ୍ଧାହେଲେ, ସୂଚନା ଦେଇ ଏସ୍ପି କହିଲେ…
କେସିଙ୍ଗା,୨୦ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ବେଦାନ୍ତ ପମ୍ପ୍ ହାଉସ୍ରୁ ଗତ ୧୫ ତାରିଖରେ ତମ୍ବାତାର ଚୋରି ହୋଇଥିଲା। ଏ ନେଇ ବେଦାନ୍ତର ସାଇଟ୍ ଇନ୍ଚାର୍ଜ ଯଶୋବନ୍ତ ନନ୍ଦ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି କେସିଙ୍ଗା…
ହତ୍ୟା ଉଦ୍ୟମ ପୂର୍ବରୁ ଅଭିଯୁକ୍ତଙ୍କୁ ଧରାଇଦେଲା ୧୧୨, ବନ୍ଧା ହେଲେ ଡେଲାଙ୍ଗର ୫
ଭଞ୍ଜନଗର,୨ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଗୁରୁବାର ରାତିରେ ଏକ ବଡ଼ ଧରଣର ଅଘଟଣ ରୋକିବାରେ ସକ୍ଷମ ହୋଇଛି। ଏହି ମାମଲାରେ ଭଞ୍ଜନଗର ପୋଲିସ ଶନିବାର ପୁରୀ ଜିଲା ଡେଲାଙ୍ଗ ଥାନା ଅଞ୍ଚଳର ୫ ଜଣକୁ ଗିରଫ କରିଛି। ସେମାନେ…
ଟଙ୍କା ବଣ୍ଡଲରେ ପେପର କଟିଂ ରଖି ଲୋକଙ୍କୁ ଚକ୍ମା ଦେଇ ଠକୁଥିଲେ, ବନ୍ଧା ହେଲେ ୫
ଭୁବନେଶ୍ୱର,୧।୬: ଭୁବନେଶ୍ୱର କମିଶନରେଟ୍ ପୋଲିସ ରବିବାର ଏକ ଠକେଇ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଗ୍ୟାଙ୍ଗର ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ସମ୍ପୃକ୍ତ ଗ୍ୟାଙ୍ଗ ନୟାପଲ୍ଲୀ ଏବଂ ଭରତପୁର ଅଞ୍ଚଳରୁ ୧୦ ଲକ୍ଷରୁ ଊଦ୍ଧର୍ବ ଟଙ୍କା ଠକେଇ…
ରାଜଧାନୀରେ ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ୫ ଜଣଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ୱର,୩୧ା୧୦: ରାଜଧାନୀ ଭୁବନେଶ୍ୱରରେ ଲଜ୍ଜା। ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ପୀଡ଼ିତାଙ୍କ ବାନ୍ଧବୀ ନାବାଳିକା ସହ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଏ ନେଇ-ଭୁବନେଶ୍ବର ଡିସିପି ପିନାକ ମିଶ୍ର ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି। ପୀଡ଼ିତାଙ୍କୁ ତାଙ୍କ ବାନ୍ଧବୀ…
Archives


