ଗୋଆରେ ୩୭ ତମ ଜାତୀୟ ଖେଳର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ, ୧୦ ହଜାର ଆଥଲେଟ ନେବେ ଭାଗ ପାଣାଜୀ,୨୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଗୋଆର ମଡଗାଓଁରେ ୩୭ ତମ ଜାତୀୟ ଖେଳର ଉଦ୍ଘାଟନ କରିଛନ୍ତି। ଅକ୍ଟୋବର ୨୬ରୁ ନଭେମ୍ବର ୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କ୍ରୀଡା ମେଳାରେ ବିଭିନ୍ନ କ୍ରୀଡ଼ାର ପ୍ରାୟ ୧୦,୦୦୦ ଆଥଲେଟ ଅଂଶଗ୍ରହଣ...