ରୁଷିଆ ପାଇଁ ଭାରତ ଉପରେ ଟ୍ରମ୍ପ ଖପ୍ପା: କଲେ ବଡ଼ ଘୋଷଣା, ଅଗଷ୍ଟ ୧ରୁ… ଓ୍ବାଶିଂଟନ,୩୦।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟ ୧ ତାରିଖର ଡେଡ୍ଲାଇନ୍ ପୂର୍ବରୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇଛନ୍ତି। ଟାରିଫ ଲଗାଇବା ସମୟରେ ଟ୍ରମ୍ପ ଭାରତ ପ୍ରତି ଧମକପୂର୍ଣ୍ଣ ଶବ୍ଦ ବ୍ୟବହାର କରିଛନ୍ତି। ଏହି ଟାରିଫ ଭାରତର ରୁଷିଆ…