ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବାକୁ ଯିବା ହେଲେ କାଳ: ବୁଡିଗଲା ବୋଟ୍: ଚାଲିଗଲା ୨୪ ଜୀବନ
ଅବୁଜା,୨୨ା୧୧: ଏକ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବା ପାଇଁ ଲୋକଙ୍କୁ ନେଇ ଯାଉଥିବା ଏକ ବୋଟ୍ ପୂର୍ବ ନାଇଜେରିଆରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ନାଇଜେରିଆର ଗୋଟିଏ ଅଞ୍ଚଳରୁ ଯାତ୍ରୀଙ୍କୁ ବୋଟ୍ଟି ଅନ୍ୟ ଅଞ୍ଚଳରେ ହେଉଥିବା ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବାକୁ…

